ଅଙ୍ଗନବାଡ଼ି କର୍ମଚାରୀଙ୍କୁ ମିଳିବ ୧୫୦୦ ଟଙ୍କା ?

ଅଙ୍ଗନବାଡ଼ି କର୍ମଚାରୀଙ୍କୁ ମିଳିବ ୧୫୦୦ ଟଙ୍କା | ଗତ କିଛି ମାସ ହବ ସୁଭଦ୍ରା ଯୋଜନା ରାଜ୍ୟରେ ଆରମ୍ଭ ହୋଇଥିବାବେଳେ | ରାଜ୍ୟ ସରକାର ସମସ୍ତ ମହିଳାମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ଘୋଷଣା କରିଥିଲେ | ବହୁତ ମହିଳାମାନଙ୍କର ସୁଭଦ୍ରା ଯୋଜନା ଆବେଦନ କଲାବେଳେ କିଛି ତ୍ରୁଟି ରହିଥିବା ଯୋଗୁ ସୁଭଦ୍ରା ଟଙ୍କା ପାଇପାରିନଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସମସ୍ତ ଅଙ୍ଗନବାଡି କର୍ମଚାରୀଙ୍କୁ ଘରେ ଘରେ ବୁଲି ସର୍ଭେ କରିବାପାଇଁ ନିର୍ଦେଶ ଦିଆଯାଇଥିଲା | ସମସ୍ତ ଅଙ୍ଗନବାଡି କର୍ମଚାରୀମାନେ ନିଷ୍ଠାର ସହ କାମ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ୧୫୦୦ ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି | ଆଜି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ମଞ୍ଚାମ ପର୍ଯାୟରେ ୨ ଲକ୍ଷ ୩୦ ହଜାର ରୁ ଅଧିକ ହିତାଧିକାରୀମାନଙ୍କୁ ସୁଭଦ୍ରା ଟଙ୍କା ଆଜି ପ୍ରଦାନ କରାଯାଇଛି ଏବଂ ଆସନ୍ତା ମାର୍ଚ୍ଚ ୮ ତାରିଖରେ ୧ କୋଟି ମହିଳା ମାନଙ୍କୁ ସୁଭଦ୍ରା ଦୁତୀୟା କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି | ସମସ୍ତ ମହିଳା ମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି |

Odia Khabar

Leave a Comment