ଅଭିନେତା ମନୋଜ କୁମାରଙ୍କ ପରଲୋକ | ବଲିଉଡ ଅଭିନେତା ମନୋଜ କୁମାରଙ୍କ ୮୭ ବର୍ଷ ବୟଷରେ ମୁର୍ତ୍ୟୁ ଘଟିଥିବା ନେଇ ସୂଚନା ମିଳୁଛି | ମନୋଜ କୁମାରଙ୍କ ଦେହ ଅସୁସ୍ଥ ହୋଇଥିବାରୁ ମେଡିକାଲରେ ଭର୍ତି ହୋଇଥିଲେ ଚିକିଶାଧୀନ ଅବସ୍ଥାରେ ମୁର୍ତ୍ୟୁ ଘଟିଥିବା ନେଇ ସୂଚନା ମିଳୁଛି | ସେ ୧୯୯୨ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସନମାନିତା କରାଯାଇଥିଲା | ମନୋଜ କୁମାରଙ୍କ କ୍ୟାରିୟର ସମୟରେ ଅନେକ ହିଟ ଫିଲ୍ମ କରି ଦର୍ଶକଙ୍କ ମନ ଜିଣିଥିଲେ | ମନୋଜ କୁମାରଙ୍କ ହାଟଥ ମୁର୍ତ୍ୟୁ ଖବର କୁନେଇ ସମସ୍ତ ଫ୍ୟାନ ଦୁଃଖ ପ୍ରକାଶ କରୁଛନ୍ତି | ମନୋଜ କୁମାରଙ୍କ ପରଲୋକ ଘଟିଥିବା ହେତୁ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନୋଜ କୁମାର ୧୯୫୭ ମସିହାରେ ଫିଲ୍ମ ଫ୍ୟାଶନ୍ ମାଧ୍ୟମରେ ତାଙ୍କର ଅଭିନୟ ଜୀବନ ଜାପାନ ଆରମ୍ଭ କରିଥିଲେ । ମନୋଜ ୧୯୬୫ ମସିହାରେ ତାଙ୍କର ଗୋଟିଏ ଚଳଚିତ୍ର ସୁପରହିଟ ହୋଇ ତାଙ୍କ ଜୀବନର ସଫଳତାର ଆରମ୍ଭ ହୋଇଥିଲା । ଏବଂ ପରବର୍ତୀ ସମୟରେ ସେ ସଫଳତା ପାଇଥିଲେ |
