ଆଉ ଏକ ବଡ ସଫଳତା ଇସ୍ରୋକୁ ଆନ୍ଧ୍ର ଶ୍ରୀହରି କୋଟାରୁ ସଫଳ ଭାବେ ପ୍ରୋବା-୩ ଉତକ୍ଷେପଣ କରାଗଲା ।

ଆଉ ଏକ ବଡ ସଫଳତା ଇସ୍ରୋକୁ ଆନ୍ଧ୍ର ଶ୍ରୀହରି କୋଟାରୁ ସଫଳ ଭାବେ PSLV – C/5 ପ୍ରୋବା-୩ ଉତକ୍ଷେପଣ କରାଗଲା । ଭାରତରେ ପିଏଏଲଭି ଦ୍ୱାରା ଏହି ସାଟେଲାଇଟ ସୂର୍ଯ୍ୟର ବାହାର ଆସ୍ତରଣ ବିଷୟରେ ଗବେଷଣ କରିପାରିବ ଆଜି ଅପରାହ୍ନ ୪ଟା ୧୦ ରେ ହେବ ଉଦକ୍ଷେପଣ ହେଲା ପ୍ରୋବା ମିଶନରେ ଉପଗ୍ରହ ପ୍ରେରଣ କରାଯିବ…

ଦୁଇଟିଯାକ ସାଟେଲାଇଟ୍‌ ଏକସଙ୍ଗେ ଗୋଟିଏ ଲାଇନ୍‌ରେ ମାତ୍ର ୧୫୦ ମିଟର ଦୂରତାରେ ପୃଥିବୀକୁ ପରିକ୍ରମା କରି ସୂର୍ଯ୍ୟ କୋରୋନାର ଅଧ୍ୟୟନ କରିପାରିବ।

Screenshot 2024 12 05 194707

ପ୍ରୋବା-୩ ସୂର୍ଯ୍ୟ ଉପରେ ଥିବା ଏକ କଳା ପରିଧି ଅଧ୍ୟୟନ କରିବ। ଏହି ସାଟେଲାଇଟ୍‌ ଜରିଆରେ ବୈଜ୍ଞାନିକମାନେ ମହାକାଶରେ ପାଣିପାଗ ଓ ସୌର ପବନର ବେଶ ସହଜରେ ଜାଣିପାରିବେ କରିବେ ।

Leave a Comment