ଆଜି ହଉଛି ପ୍ରୟାଗରାଜ ମହାକୁମ୍ଭର ଶେଷ ଦିନ । ଆଜି ମହା ଶିବରାତ୍ରିରେ ମହାକୁମ୍ଭ ବୁଡ଼ପେକେଇବା ଅଭିଯାନ ସାରିବାକୁ ଯାଉଛି ଜାନୁଆରୀ ୨୩ ତାରିଖରେ ଆରମ୍ଭ ହୋଇଥିଲା ପ୍ରୟାଗରାଜର ମହାକୁମ୍ଭର ବୁଡ଼ ପକେଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଜି ପବିତ୍ର ମହା ଶିବରାତ୍ରିରେ କୋଟିଏ ରୁ ଅଧିକ ଲୋକ ମହାକୁମ୍ଭରେ ବୁଡ଼ ପକେଇଥିବା ସୂଚନା ମିଳୁଛି । ଲକ୍ଷ ଲକ୍ଷ ସାଧୁ ଏବଂ ଦେଶ ବିଦେଶେରୁ କୋଟି କୋଟି ଶ୍ରଦ୍ଧାଳୁ ଆସି ବୁଡ଼ ପକେଇଥିବା ସୂଚନା ମିଳୁଛି । ଏବଂ ସହ ସହ ସେଲିବ୍ରେଟି ଓ ଅନେକ ନେତା ମାନଙ୍କୁ ମଧ୍ୟ ପ୍ରୟାଗରାଜରେ ଦେଖିବାକୁ ମିଳିଥିଲା । ଭାରତ ପ୍ରଧାନ ମନ୍ତ୍ରୀ ଓ ରାଷ୍ଟ୍ରପ୍ରତି ମଧ୍ୟ ପ୍ରୟାଗରାଜରେ ଆସି ବୁଡ଼ ପକାଇଥିଲେ । ପ୍ରୟାଗରାଜର ମହାକୁମ୍ଭରେ କୋଟି କୋଟି ଶ୍ରଦ୍ଧାଳୁ ମାନଙ୍କର ସୁରକ୍ଷା ଦୃଷ୍ଟିରେ ରଖି ୫୦ ହଜାର ସୁରକ୍ଷା କର୍ମଚାରୀ ସୁରକ୍ଷା କାର୍ଯ୍ୟରେ ଲାଗିଛନ୍ତି ଆଜି ମହାକୁମ୍ଭର ଶେଷ ଦିନରେ କୋଟିଏରୁ ଉର୍ଧ ଲୋକ ବୁଡ଼ ପକେଇବା ନେଇ ସୂଚନା ମିଳୁଛି ।