ଆସନ୍ତା କାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା ?

ଆସନ୍ତା କାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା | ବଙ୍ଗୋପସାଗରର ମଧ୍ୟ୍ୟ ଭାଗରେ ଲଘୁଚାପ ସୃଷ୍ଟି ହେବ ଫଳରେ ରାଜ୍ୟରେ ଅନେକ ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା | ବଙ୍ଗୋପସାଗରରୁ ଲଘୁଚାପ ଉତ୍ତରଆଦାକୁ ଗତି କରିବା ନେଇ ପାଣିପାଗ ବିଭାଗରୁ ସୂଚନା ମିଳୁଛି | ଆସନ୍ତା କାଲିଠୁ ରାଜ୍ୟରେ ଏନକ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ସହ ଘଡଘଡି ଓ କୁଆପଥର ବର୍ଷା ହେବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳୁଛି | ଆଜି ମଧ୍ୟ୍ୟ କିଛି କିଛି ଜିଲ୍ଲା ଗୁଡିକରେ ଲଘୁଚାପ ସୃଷ୍ଟି ହେବ ଯୋଗୁ ତାପମାତ୍ରା କମିବା ଦେଖାଦେଇଛି | ଆସନ୍ତା କାଲିଠୁ ବର୍ଷା ହେବ ନେଇ ରାଜ୍ୟରେ ୧୩ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜରକରାଯାଇଛି | ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ନେଇ ସୂଚନା ମିଳୁଛି |

Odia Khabar

Leave a Comment