ଆସନ୍ତା କାଲି ଆରମ୍ଭ ହବ ବିଜେପିର ଦେଶବ୍ୟାପୀ ତୀରଙ୍ଗା ଯାତ୍ରା |

ଆସନ୍ତା କାଲି ଆରମ୍ଭ ହବ ବିଜେପିର ଦେଶବ୍ୟାପୀ ତୀରଙ୍ଗା ଯାତ୍ରା | ପାକିସ୍ତାନ ଆତଙ୍କବାଦୀ ଭାରତର ପର୍ଯ୍ୟଟକମାନଙ୍କୁ ଗୁଳି କରି ହତ୍ୟା କରିଥିଲେ | ଭାରତ ତାର ଜବାବରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା | ଏବଂ ଅପେରସନ ସିନ୍ଦୂର ସଫଳତାରେ ଭାଜପା ଆସନ୍ତା କଲି ପଦଯାତ୍ରା କରିବାକୁ ଯାଉଛି | ଏହି ପଦଯାତ୍ରାରେ ଭାଜପାର ସଂସଦ ଓ କର୍ମକର୍ତା ମାନେ ଯୋଗଦେବେ ବୋଲି ସୂଚନା ମିଳୁଛି | ଅପେରସନ ସିନ୍ଦୂରରେ ଭାରତ କିପରି ନିଜ ଦେଶବାସୀଙ୍କୁ କିପରି ସୁରକ୍ଷିତ ରଖିଲା ଓ ଭାରତ ସୈନ୍ୟମାନେ ନିଜର ବୀରତ୍ୱ ଦେଖେଇଲେ ଏବଂ ସେହିବିଷୟରେ ବୁଝେଇବା ନିମନ୍ତେ ଆସନ୍ତା କାଲି ପଦଯାତ୍ରା ଆରମ୍ଭ ହେବାକୁ ଯାଉଛି | ଆସନ୍ତାକାଲି ବିଜେପିର ଅନେକ ନେତାମାନେ ଏହି କାର୍ଯ୍ୟରେ ଯୋଗଦେବେ |

Odia Khabar

Leave a Comment