ଇଂଲଣ୍ଡ ଟିମ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ?

ଇଂଲଣ୍ଡ ଟିମ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି | ଆଜି କଟକ ବାରବାଟୀ ଷ୍ଟାଡିୟମରେ ଭାରତ . ଇଂଲଣ୍ଡ ଦୁତୀୟ ମ୍ୟାଚରେ ଇଂଲଣ୍ଡ ଟିମ ୩୦୪ ରନ କରି ୪୯ .୫ ଓଭରରେ ଅଲ ଆଉଟ ହୋଇଛି | ଭାରତ ଇଂଲଣ୍ଡ ପ୍ରଥମ ମ୍ୟାଚରେ ଭାରତ ଇଂଲଣ୍ଡ ଟିମ୍କୁ ପରାଜୟ କରିଥିଲା ଭାରତ (୧ – ୦) ରେ ସିରିଜରେ ଆଗୁଆ ଅଛି ଆଜି ଇଂଲଣ୍ଡ ଟିମର ୩୦୪ ରନ ଅତିକ୍ରମ କଲେ ଭାରତ ସିରିଜରେ ବିଜୟ ହାସଲ କରିବ | ଇଂଲଣ୍ଡ ଟିମ ବ୍ୟାଟିଂରେ ସ୍ଲଟ ୨୬ ରନ କରିଥିଲେ ରୁଟ ସର୍ବାଧିକ ୬୯ ରନ, ବୃକ ୩୧ ରନ , ବଟଲର ୩୪ ରନ , ଲିଭିଂଷ୍ଟୋନ ୪୧ ରନ ସାହାଯ୍ୟରେ ଇଂଲଣ୍ଡ ଟିମ ୩୦୪ ରନ କରିପାରିଛି | ଭାରତ ପକ୍ଷରୁ ସର୍ବାଧିକ ୱିକେଟ ଜାଡେଜା ନେଇଛନ୍ତି ଜାଡେଜା ୩ ୱିକେଟ ସାମୀ ୧ ୱିକେଟ , ରାଣା ୧ ୱିକେଟ ,ପାଣ୍ଡ୍ୟା ୧ ୱିକେଟ ,ବରୁଣ ୧ ୱିକେଟ ନେବାର ସଫଳ ହୋଇଛନ୍ତି | ଇଂଲଣ୍ଡ ଟିମକୁ ଭାରତ ୩୦୪ ରନରେ ଅଲ ଆଉଟ କରିବାରେ ସଫଳ ହୋଇଛି ବହୁତ ବର୍ଷ ଧରି ବାରବାଟୀରେ ଖେଳ ହଉନଥିବାରୁ ଭାରତର ବିଜୟକୁ ଫ୍ୟାନ୍ସ ମାନେ ଅପେକ୍ଷାରେ ଅଛନ୍ତି |

Odia Khabar

Leave a Comment