ଇଞ୍ଜିନିଅର ଅତୁଳ ସୁବାସ ଆତ୍ମହତ୍ୟା ଘଟଣାର ଗିରଫ ହେଲେ ତାଙ୍କ ସ୍ତ୍ରୀ ନିକିତା ସିଂଘାନିଆ 2024

ଇଞ୍ଜିନିଅର ଅତୁଳ ସୁବାସ ଆତ୍ମହତ୍ୟା ଘଟଣାର ଗିରଫ ହେଲେ ତାଙ୍କ ସ୍ତ୍ରୀ ନିକିତା ସିଂଘାନିଆ ଅତୁଳ ବେଙ୍ଗଲୁର ସହରରେ ରହୁଥିଲେ ନିକିତା ସିଂଘାନିଆ ଉତର ପ୍ରଦେଶରେ ରହୁଥିଲେ ସେ ୨୦୧୯ ମସିହାରେ ପରସ୍ପରଙ୍କୁ ବିବାହ କରିଥିଲେ କିଛି ଦିନ ପରେ ପତ୍ନୀ ନିକିତା ସିଂଘାନିଆ ସ୍ୱମୀ ଅତୁଳ ଆଉ ଶାଶୁଘର ଲୋକଙ୍କ ଉପରେ ଯୈତ୍ତ୍ୱକ ନିର୍ଯାତନା ଘରୋଇ ହିଂସାର ଅଭିଯୋଗ କରିଥିଲେ ୨ ବର୍ଷ ମଧ୍ୟରେ ୧୨୦ ଥର ତାରିଖ ପଡିଥିଲା ୪୦ ଥର ବାଙ୍ଗାଲୁରୁ ୟୁପି ଯିବାକୁ ପଡିଥିଲା ହେଲେ କିଛି ସମାଧାନ ହୋଇ ପାରିନଥିଲା ତା ପରେ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଇଥିଲେ ଅତୁଳ ସୁବାସ ।

ଆରେଷ୍ଟ କଲା ପୋଲିସ (ଇଞ୍ଜିନିଅର ଅତୁଳ ସୁବାସ ଆତ୍ମହତ୍ୟା ଘଟଣାର ଗିରଫ ହେଲେ ତାଙ୍କ ସ୍ତ୍ରୀ ନିକିତା ସିଂଘାନିଆ)

ଆତ୍ମହତ୍ୟା କରିବା ପୂର୍ବରୁ ନିଜର ଗୋଟେ ଦେଢ଼ ଘଂଟାର ଭିଡ଼ିଓ କରିଥିଲେ ଏବଂ ୨୪ ପେଜର ଆତ୍ମହତ୍ୟା ବିଷୟରେ ଲେଖିଥିଲେ ପତ୍ନୀ ନିକିତା ସିଂଘାନିଆ ଏବଂ ତାଙ୍କ ଘର ଲୋକଙ୍କ ୩ କୋଟି ଟଙ୍କା ଦାବି କରୁଥିଲେ ସେଠି ପାଇଁ ବହୁତ ଚାପ ଗ୍ରସ୍ଥରେ ରହୁଥିଲେ ଏବଂ ଯେ ପର୍ଯ୍ୟନ୍ତ ଅତୁଳଙ୍କୁ ନ୍ୟାୟ ମିଳିବନି ସେ ପର୍ଯ୍ୟନ୍ତ ମୋ ଅସ୍ତି ବିସର୍ଜନ କରିବେ ନାହିଁ ବୋଲି ତାଙ୍କ ସୂଈସାଇଡ ନୋଟରେ ଲେଖିଥିଲେ ଏବଂ ଆଜି ପତ୍ନୀ ନିକିତା ସିଙ୍ଘାନିଆ ଏବଂ ତାଙ୍କ ମା ଭାଇକୁ ବାଙ୍ଗାଲୋର ପୋଲିସ ଗିରଫ କରିଛି ନିକିତାଙ୍କୁ ଗୁରୁଃଗ୍ରାମରୁ ଆରେଷ୍ଟ କରିଥିଲା ପୋଲିସ ୩ ଜଣକୁ କୋର୍ଟ ଚାଲାଣ କରାଯାଇଛି ।

Our Channel (Odia Khabar)

Leave a Comment