ଇସ୍ରାଏଲ ପୁଣି ଥରେ ଲାହିଆ ସହର ଉପରେ ବିମାନ ଆକ୍ରମଣ କରିଥିବା ସୂଚନା ମିଳୁଛି ?

ଇସ୍ରାଏଲ ପୁଣି ଥରେ ଲାହିଆ ସହର ଉପରେ ବିମାନ ଆକ୍ରମଣ କରିଥିବା ସୂଚନା ମିଳୁଛି । ଏକ ବହୁତ ବଡ ଆକ୍ରମଣରେ ଜଣେ ସାମ୍ବାଦିକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ସାମ୍ବାଦିକ ଜଣକ ହୁସାମ ଶବତ ବୋଲି ଜଣାପଡୁଛି | ସାମ୍ବାଦିକ ଜଣକ ଗୋଟିଏ ଦ୍ରୋନ ଆକ୍ରମଣ କରିଥିଲା ଯାହାଦ୍ୱାରା ତାଙ୍କ ମୁର୍ତ୍ୟୁ ବରଣ ହୋଇଥିଲା । ଦ୍ରୋନ ଆକ୍ରମଣ ଦ୍ୱାରା ସାମ୍ବାଦିକଙ୍କ ବ୍ୟତୀତ ଘଟଣା ସ୍ଥଳରେ ଅନ୍ୟ ଲୋକମାନେ ଆହତ ହୋଇଥିବା ଜଣାପଡୁଛି | ୧୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡୁଛି । ଆକ୍ରମଣ ପରେ ସାମ୍ବାଦିକଙ୍କ ମୂର୍ତ ଦେହ ଘଟଣା ସ୍ଥଳରେ ପଡିରହିଥିଲା ଅବଂ ଲୋକମାନେ ଭିଡ ଦେଖିବାକୁ ମିଳିଥିଲା । ସାମ୍ବାଦିକଙ୍କ ଅନ୍ତିମ ସଂସ୍କାର ଗାଜାରେ ଅନୁଷ୍ଠିତ ହୋଇଥିଲା ବୋଲି ସୂଚନା ମିଳୁଛି ଅନ୍ତିମ ସଂସ୍କାର ଦିନ ଶହ ଶହ ଲୋକ ଜମା ହୋଇଥିବା ସୂଚନା ମିଳୁଛି ।

Odia Khabar

Leave a Comment