ଉତ୍ତରପ୍ରଦେଶରେ ସଡକ ଦୃଘଟଣାରେ ଗୋଟିଏ ପରିବାରର ୫ ଜଣ ମୁର୍ତ୍ୟୁ ବରଣ କରିଛନ୍ତି। କାର ଓ ଟ୍ରକ ଧକ୍କା ହେବ ଫଳରେ ଗୋଟିଏ ପରିବାରର ୫ ଜଣ ମୁର୍ତ୍ୟୁ କରିଛନ୍ତି। ସମସ୍ତଙ୍କୁ ଆମ୍ବୁଲାନ୍ସ ମାଧ୍ୟ୍ୟମରେ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଥିଲା ଏହି ଘଟଣାଟି ଉତରପ୍ରଦେଶର ସାହାଜାହାପୁରର ମଦନପୁର ଅଂଚଳ ନିକଟରେ ଏହି ମର୍ମତୁଣ୍ଡ ଦୃଘଟଣା ଦେଖିବାକୁ ମିଳିଥିଲା। ସମସ୍ତ ଆହତ ଗୁରୁତର ବ୍ୟକ୍ତି ମାନଙ୍କୁ ପାଖ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଛି ।
ଗତ କାଲି ରାତିରେ କିଭଳି ଭାବେ ଆସିଡେଣ୍ଟ ହୋଇଥିଲା ।
ଗତ କାଲି ରାତିରେ ଏହି ଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଥିଲା ଏବଂ ଗୋଟିଏ ପରିବାରର ୫ ଜଣ ମୁର୍ତ୍ୟୁ ବରଣ କରିଛନ୍ତି। ଗତ କାଲି ରାତିରେ ରିୟାସତ ନାମକ ବ୍ୟକ୍ତି ଜଣକ ପରିବାରକୁ ନେଇ ଦିଲ୍ଲୀ ଯାଉଥିବା ବେଳେ ଗୋଟିଏ ଟ୍ରକ ସହିତ ଧକ୍କା ହୋଇଥିଲା ଏବଂ ଯାହା ଫଳରେ ପରିବାରର ସମସ୍ତେ ମୁର୍ତ୍ୟୁ କରିଛନ୍ତି। ମୁର୍ତକଙ୍କ ଭିତରେ ୨ ଜଣ ଶିଶୁ ଓ ୨ଜଣ ମହିଳା ଥିବାର ସୂଚନା ମିଳିଛି ।ପୋଲିସ ଘଟଣା ସ୍ଥଳରେ ପହଂଚି ଦୃଘଟଣାର ତଦନ୍ତ କାର୍ଯ୍ୟ ଆରମ୍ଭ କରୁଛି।
ଉତ୍ତରପ୍ରଦେଶରେ ସଡକ ଦୃଘଟଣାରେ ଗୋଟିଏ ପରିବାରର ୫ ଜଣ ମୁର୍ତ୍ୟୁ ବରଣ କରିଛନ୍ତି
Our Channel (Odia Khabar)