ଓଡ଼ିଶାରେ ଆସନ୍ତା ୪ ଦିନ ଭିତରେ ପ୍ରବଳ ବର୍ଷା ସମ୍ଭାବନା ?

ଓଡ଼ିଶାରେ ଆସନ୍ତା ୪ ଦିନ ଭିତରେ ପ୍ରବଳ ବର୍ଷା ସମ୍ଭାବନା | ରାଜ୍ୟରେ ଆସନ୍ତା ୪ ଦିନ ଭିତରେ ରାଜ୍ୟର କିଛି କିଛି ଅଞ୍ଚଳ ଗୁଡିକରେ ବର୍ଷା ସମ୍ଭାବନା । ଆସନ୍ତା କାଲିଠୁ ବର୍ଷା ଲାଗିରହିଥିବା ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୁଆପଡା ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏବଂ ବର୍ଷା ସହିତ କିଛି କିଛି ସ୍ଥାନ ଗୁଡିକରେ ବିଜୁଳି ପବନ , ଘଡଘଡି ସହ ବର୍ଷା ହେବା ସମ୍ଭାବନା । କିଛି କିଛି ଜିଲ୍ଲା ଗୁଡିକରେ ସ୍ଥାନରେ ବିଜୁଳି ଘଡଘଡି ହେବ ସହ ହାଲ୍କା ବର୍ଷା ୪୦ ରୁ ୫୦ କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗରୁ ସୂଚନା ମିଳୁଛି |

Odia Khabar

Leave a Comment