ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ?

ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା | ରାଜ୍ୟରେ ଆଗକୁ କାଳବୈଶାଖୀ ହେବା ନେଇ ୧୧ଟି ଜିଲ୍ଲାକୁ ସତର୍କ ସୂଚନା ଜାରିକରିଛି ପାଣିପାଗ ବିଭାଗ | ଆଜି ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ସୂଚନା ମିଳୁଛି | ରାଜ୍ୟରେ ବିଜୁଳି ଓ ଘଡଘଡି ହେବା ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସୂଚନା ମିଳୁଛି | ରାଜ୍ୟରେ ୧୧ ଟି ଜିଲ୍ଲାକୁ କାଳବୈଶାଖୀ ବର୍ଷା ହେବା ନେଇ ସତର୍କ ସୂଚନା ଜାରିକରଯାଇଛି | ସେହି ସବୁ ଜିଲ୍ଲା ଗୁଡିକ ହେଲା କଟକ ,ଯାଜପୁର , ଢେଙ୍କାନାଳ ,କେନ୍ଦୁଝର , ମୟୂରଭଞ୍ଜ , ଗଞ୍ଜାମ , ଗଜପତି , ଖୋର୍ଦ୍ଧା ,ନୟଗାର୍ଡ଼ ଏହି ସବୁ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ନେଇ ସତର୍କ ସୂଚନା ଜାରିକରଯାଇଛି |

Odia khabar

Leave a Comment