ଓଲଟିଲା ବସ ଦୃଘଟଣାରେ ୨ ମୂର୍ତ ୨୯ ଆହତ | କଟକ ଜିଲ୍ଲା ନିଆଳି ଅଂଚଳରୁ ବସ ଯାତ୍ରା କରିଥିଲା ବସ ବୈପାରୀଗୁଡା ଥାନା ଡାକରିଘାଟିରେ ବସ ଟି ଓଲଟି ପଡିଛି |ଯାତ୍ରୀମାନେ କଟକ ଜିଲ୍ଲାରୁ ଗୁପ୍ତେଶ୍ୱର ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ ଏବଂ ଆଜି ସକାଳୁ ଏଭଳି ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି |
ବସଟି ଓଲଟି ପଡ଼ିବାର କାରଣ |
ଯାତ୍ରୀମାନେ ବସରେ ବସି ଯାଉଥିବାବେଳେ ଡାକରିଘାଟିରେ ବସ ଟି ଭରଷମ୍ୟ ହରାଇ ଓଲଟି ପଡିଥିଲା ଯାହା ଫଳରେ ଦୃଘଟଣାରେ ୨ ଜଣ ମୁର୍ତ୍ୟୁ କରିଛନ୍ତି ୨୯ ଜଣ ଆହତ ହେବାର ସୂଚନ ମିଳିଛି | ସମସ୍ତ ଆହତ ବ୍ୟକ୍ତି ମାନଙ୍କୁ ବୈପାରୀଗୁଡା ମେଡିକାଲରେ ଭର୍ତି କରାଯାଇଛି | ଆହତ ମାନଙ୍କ ମଧ୍ୟ୍ୟରୁ ୧୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟଧିକ ଗୁରୁତର ହେବାର ସୂଚନା ମିଳିଛି | ବସରେ ଛୋଟ ପିଲା ଥିବାରୁ ସେମାନେ ମଧ୍ୟ୍ୟ ଆହତ ହୋଇଛନ୍ତି | ସମସ୍ତ ଆହତ ବ୍ୟକ୍ତି ମାନଙ୍କୁ ମେଡିକାଲରେ ଚିକିର୍ଷା ଚାଲିଅଛି |