କଟକ ତ୍ରିସୁଳିଆ ବ୍ରିଜ ତଳୁ +୨ ଛାତ୍ରୀଙ୍କ ମୂର୍ତ ଦେହ ଉଦ୍ଧାର ?

କଟକ ତ୍ରିସୁଳିଆ ବ୍ରିଜ ତଳୁ +୨ ଛାତ୍ରୀଙ୍କ ମୂର୍ତ ଦେହ ଉଦ୍ଧାର ନେତାଜୀ ସୁବାସ ଚନ୍ଦ୍ର ବୋଷ ବ୍ରିଜ ତଳୁ ଛାତ୍ରୀଙ୍କ ମୂର୍ତ ଦେହ ଉଦ୍ଧାର ହୋଇଛି | ମୁର୍ତ୍ୟୁ କରିଥିବା ଛାତ୍ରୀଙ୍କ ଘର ହେଉଛି ଭୁବନେଶ୍ୱର ନୀଳାଦ୍ରି ବିହାର ଅଞ୍ଚଳର ରହିଥିବା ପ୍ରତୀକ ଦାସ ସେ +୨ ଶ୍ରେଣୀରେ ପାଠ ପଢ଼ୁଥିବା ଜଣାପଡୁଛି | ଗତ କାଲି ଛାତ୍ରୀ ଜଣକ ଘରୁ ଯାଇଥିବାବେଳେ ଆଉ ଘରକୁ ଫେରି ନଥିଲେ | ହେଲେ ଆଜି କଟକ ତ୍ରିସୁଳିଆ ବ୍ରିଜ ତଳୁ ଛାତ୍ରୀଙ୍କ ମୂର୍ତ ଦେହ ଦେଖିବାକୁ ମିଳିଛି ଛାତ୍ରୀଙ୍କ କିପରି ମୁର୍ତ୍ୟୁ ଘଟିଛି ଏବଂ ମୁର୍ତ୍ୟୁ ପଛରେ କାରଣ କଣ କିଛି ସୂଚନା ମିଳିନାହିଁ |

Odia Khabar

Leave a Comment