କର୍ଣ୍ଣାଟକରେ ଟ୍ରକ ଧକ୍କାରେ ୫ ମୂର୍ତ ୧୦ ଆହତ ?

କର୍ଣ୍ଣାଟକରେ ଟ୍ରକ ଧକ୍କାରେ ୫ ମୂର୍ତ ୧୦ ଆହତ । ଆଜି ସକାଳ ଭୋର ସମୟରେ ଏକ ଭୟଙ୍କର ଦୁର୍ଘଟଣାରେ ୫ ଜଣ ମୂର୍ତ ଓ ୧୦ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡୁଛି | ଦୃଘଟଣାଟି କର୍ଣ୍ଣାଟକର କଳବୁର୍ଗୀ ଜିଲ୍ଲାର ନେଲୋଗୀ ନିକଟରେ ଘଟିଥିବା ସୂଚନା ମିଳୁଛି । ରାସ୍ତା କାରରେ ଭ୍ୟାନଟି ଛିଡାହୋଇଥିବା ସମୟରେ ପଛପଟୁ ଏକ ଟ୍ରକଟି ଧକ୍କା ଦେଇଥଲା । ଟ୍ରକଟିର ଅତ୍ୟଧିକ ଜୋରେ ଆସୁଥିବାରୁ ଭ୍ୟାନକୁ ଧକ୍କା ଦେବା ଫଳରେ ଭ୍ୟାନ ଭିତରେ ୧୫ ରୁ ଉର୍ଦ୍ଧ ଯାତ୍ରୀ ରହିଥିବା ବେଳେ ୫ ଜଣ ଘଟଣା ସ୍ଥଳରେ ମୁର୍ତ୍ୟୁ ବରଣ କରିଥିବା ବେଳେ ଆଉ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ।

Odia Khabar

Leave a Comment