କାଲି ସକାଳ ୯ ଟାରେ ଖୋଲିବ ବାରବାଟୀରେ ଟିକେଟ କାଉଣ୍ଟର ?

କାଲି ସକାଳ ୯ ଟାରେ ଖୋଲିବ ବାରବାଟୀରେ ଟିକେଟ କାଉଣ୍ଟର | ଆସନ୍ତା ୯ ତାରିଖରେ ଭାରତ ଇଂଲଣ୍ଡ ମ୍ୟାଚ ବାରବାଟୀରେ ରହିଅଛି | ସେଥିପାଇଁ କ୍ରିକେଟ ଫ୍ୟାନ ବହୁ ଉତ୍ସାହ ଅଛନ୍ତି ବହୁ ବର୍ଷ ଧରି କଟକ ବାରବାଟୀ ଷ୍ଟାଡିୟମରେ ଖେଳ ବନ୍ଦ ରହିଥିଲା | ଏବଂ ଆସନ୍ତା ୯ ତାରିଖରେ ଭାରତର ମ୍ୟାଚ ରହିଥିବା ନେଇ ଆଜିଠୁ ଟିକେଟ ପାଇଁ ଭିଡ ଦେଖିବାକୁ ମିଳୁଛି ହଜାର ହଜାର କ୍ରିକେଟ ଫ୍ୟାନ ଆଜିଠୁ ଲାଇନ ଲଗେଇବା ଆରମ୍ଭ କଲେଣି | ଏବଂ ପୋଲିସ କର୍ତ୍ତୃପକ୍ଷ ଲୋକମାନଙ୍କୁ ରାତି ଅନିଦ୍ରା ହୋଇ ରହିବାକୁ ମନା କରିଛନ୍ତି | ଟିକେଟ ଗ୍ୟାଲେରୀ ୭ ର ମୂଲ୍ୟ ୭୦୦ , ଗ୍ୟାଲେରୀ ୨,୪ – ୯୦୦ ଟଙ୍କା ରହିଛି, ସ୍ପେସିଆଲ ଏନକ୍ଲୋଜର ୬,୦୦୦ ଟଙ୍କା , ଏସି ଗ୍ୟାଲେରୀ ବକ୍ସ ୯,୦୦୦ ଟଙ୍କା ,ଏବଂ ନିଉ ପାଭିଲିୟନ ୧୦,୦୦୦ ଟଙ୍କା ରହିଛି |

Odia Khabar

Leave a Comment