କୁମ୍ଭମେଳା ଉପଲକ୍ଷ ଓଡିଶା ଦେଇ ଆସିବା ଟ୍ରେନ ?

କୁମ୍ଭମେଳା ଉପଲକ୍ଷ ଓଡିଶା ଦେଇ ଆସିବା ଟ୍ରେନ ପ୍ରସିଦ୍ଧ କୁମ୍ଭମେଳା ଉପଲକ୍ଷ ୭ ଟି ଟ୍ରେନ ଚାଲିବ ନେଇ ସୂଚନା ମିଳିଛି । ଭୁବନେଶ୍ୱର – ତୁଣ୍ଡଲା – ଭୁବନେଶ୍ୱର କୁମ୍ଭ ମେଳା ସ୍ପେଶାଲ ଏହି ଟ୍ରେନ ଗୁଡିକ ଖୋର୍ଦ୍ଧା,କଟକ, ଯାଜପୁର, ଏବଂ କେନ୍ଦୁଝର, ଦେଇ ଯାତ୍ରା କରିବ । ଏବଂ ପୁରୀ, ତୁଣ୍ଡଲା ,ପୁରୀ କୁମ୍ଭ ସ୍ପେଶାଲ ଟ୍ରେନ ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର, ଏବଂ ବାଲେଶ୍ୱର ଦେଇ ଟ୍ରେନ ଗୁଡିକ ଯାତ୍ରା କରିବ । ଟିଟିଲାଗଡ଼ – ତୁଣ୍ଡଲା – ଟିଟିଲାଗଡ଼ କୁମ୍ଭ ସ୍ପେଶାଲ ଟ୍ରେନ ବଲାଙ୍ଗୀରି , ବରଗଡ଼ ,ସମ୍ବଲପୁର ,ଝାରସୁଗଡ ,ଏବଂ ସୁନ୍ଦରଗଡ଼ ଦେଇ ଯାତ୍ରା କରିବ । ବିଶାଖାପାଟଣା – ଡିଡ଼ୟୁ ଜଙ୍କସନ – ବିଶାଖାପାଟଣା କୁମ୍ଭ ସ୍ପେଶାଲ ଟ୍ରେନ ରାୟଗଡା ,ବଲାଙ୍ଗୀରି ,ନୂଆପଡା ଦେଇ ଯାତ୍ରା କରିବା ନେଇ ରେଳୱେ ବିଭାଗରୁ ସୂଚନା ମିଳିଛି ।

Odia Khabar

Leave a Comment