ବିମାନରେ ପକ୍ଷୀ ମାଡ ହେବା ଦ୍ୱାରା ଦୃଘଟଣା ଘଟିଥିବାର ଅନୁମାନ କରାଯାଉଛି | ବିମାନରେ ଜଣେ ବଂଚିଥିବା ବ୍ୟକ୍ତି ମଧ୍ୟ୍ୟ ପକ୍ଷୀ ମାଡ ହେବା ସୂଚନା ଦେଇଛନ୍ତି | ତଦନ୍ତ ଜାରି କରିଥିବା ଟିମ ମଧ୍ୟ୍ୟ ପକ୍ଷୀ ଦ୍ୱାରା ଦୃଘଟଣା ଘଟିଥିବା କହିଁଛନ୍ତି | ବିମାନ କ୍ରାସ ହେବା ଫଳରେ ଜଳିଗଲେ ୧୭୯ ଯାତ୍ରୀ ଏବେ କିଛି ଦିନ ତଳେ ବିମାନ କ୍ରାସ ହେବା ଘଟଣା ଦେଖାଦେଇଥିଲା | ଏବଂ ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି କୋରିଆର ଏକ ବଡ ବିମାନ ଦୃଘଟଣା ଘଟିଛି ବିମାନରେ ୧୭୯ ଜଣ ଯାତ୍ରୀ ଥିବାର ସୂଚନା ମିଳିଛି ଏବଂ ତାଙ୍କ ଭିତରୁ ସମସ୍ତ ୧୭୯ ଜଣ ଯାତ୍ରୀ ମୁର୍ତ୍ୟୁ କରିଛନ୍ତି | ବିମାନ ଟି ରନୱେରୁ ଖସିଯାଇଥିବାରୁ ଦୃଘଟଣା ଘଟିଥିବା ଅନୁମାନ କରାଯାଉଛି | ବିମାନଟି ଥାଇଲାଣ୍ଡ ଯାଇଥିଲା ଏବଂ ଦକ୍ଷିଣ କୋରିଆ ଫେରୁଥିବା ବେଳେ ଵିମାନଟି ରନୱେରୁ ଖସିଯାଇଥିବାରୁ ଏଭଳି ଦୃଘଟଣା ଘଟିଛି ବହୁତ ଯାତ୍ରୀ ମୁର୍ତ୍ୟୁ ବରଣ କରିଛନ୍ତି ଏବଂ ପକ୍ଷୀ ମାଡ ହେବ ଫଳରେ ଦୃଘଟଣା ଘଟିଛି |