ଗତକାଲି କାର ଓ ବସ ଧକ୍କାରେ ପୋଲିସ କର୍ମଚାରୀ ମୂର୍ତ ?

ଗତକାଲି କାର ଓ ବସ ଧକ୍କାରେ ପୋଲିସ କର୍ମଚାରୀ ମୂର୍ତ । ଗତକାଲି କାର ଦୃଘଟଣାରେ ପୋଲିସ କର୍ମଚାରୀ ଓ ତାଙ୍କ ବନ୍ଧୁ ଦୃଘଟଣାରେ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି । ଦୃଘଟଣାଟି ଆନ୍ଦ୍ରପ୍ରଦେଶ ଅଞ୍ଚଳରେ ହୋଇଥିବା ଜଣାପଡୁଛି । ମୁମ୍ବାଇ ପୋଲିସ ସୁଧାକର ପଠାରେ ଡେପୁଟି କମିଶନର ଭାବେ କାର୍ଯ୍ୟ କରିଆସୁଛନ୍ତି ଗତକାଲି ଦୃଘଟଣାରେ ତାଙ୍କ ମୁର୍ତ୍ୟୁ ଘଟିଥିବା ସୂଚନା ମିଳୁଛି । ସୂଚନା ଅନୁଯାଇ ସୁଧାକର ପଠାରେ ଟ୍ରେନିଂ ପାଇଁ ହାଇଦ୍ରାବାଦ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସୁଧାକର ପଠାରେ ମନ୍ଦିର ଦର୍ଶନ କରିବା ପାଇଁ ହାଇଦ୍ରାବାଦର ଏକ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ତାଙ୍କ କାର ଟିକୁ ଗୋଟିଏ ବସ ଧକ୍କା ଦେଇଥିଲା । ସୁଧାକର ପଠାରେଙ୍କ ଗାଡି ଆନ୍ଧ୍ରପ୍ରଦେଶର ଶ୍ରୀଶୖଳମ୍ ନିକଟରେ ଦୃଘଟଣା ଘଟିଥିଲା କାର ଟିକୁ ଗୋଟିଏ ବସ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ସୁଧାକର ପଠାରେ ଓ ତାଙ୍କ ବନ୍ଧୁ ମୁର୍ତ୍ୟୁ ବରଣ କରିଥିଲେ । ସୁଧାକର ପଠାରେଙ୍କ ମୁଣ୍ଡରେ ବହୁତ ଜୋରେ ଆଘାତ ଲାଗିଥିଲା ଯାହାଫଳରେ ଘଟଣା ସ୍ଥଳରେ ସଂଗେ ସଂଗେ ମୁର୍ତ୍ୟୁ କରିଥିଲେ । ସୁଧାକର ପଠାରେଙ୍କ ବନ୍ଧୁ ମଧ୍ୟ କାରରେ ରହିଥିବାରୁ ମୁର୍ତ୍ୟୁ କରିଥିବା ସୂଚନା ମିଳୁଛି ।

Odia Khabar

Leave a Comment