ଗତ କାଲି ପାକିସ୍ତାନ ଓ ଭାରତ ମ୍ୟାଚର ଭାରତର ବିଜୟ ?

ଗତ କାଲି ପାକିସ୍ତାନ ଓ ଭାରତ ମ୍ୟାଚର ଭାରତର ବିଜୟ | ଗତ କାଲି ଆଇସିସି ଚାମ୍ପିଅନ୍ସ ଟ୍ରଫିର ୫ମ ମ୍ୟାଚ ଖେଳହଉଥିବାର ଭାରତ ପାକିସ୍ତାନକୁ ପରାଜୟ କରିଛି | ମ୍ୟାଚଟି ଦୁବାଇ ଇଣ୍ଟନସନାଲ ଷ୍ଟାଡିୟମରେ ଖେଳ ଆୟୋଜନ କରାଯାଇଥିଲା | ପାକିସ୍ତାନ ଟିମ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ପାକିସ୍ତାନ ପ୍ରଥମ ବ୍ୟାଟିଂରେ ୨୪୧ – ୧୦ ( ୪୯ .୪ ) ଓଭରରେ ପାକିସ୍ତାନ ଟିମ ଅଲ ଆଉଟ ହୋଇଥିଲା | ପାକିସ୍ତାନର ସର୍ବାଧିକ ୬୨ ରନ ସକିଲ କରିଥିଲେ , ଭାରତର ବୋଲିଂରେ ସର୍ବାଧିକ ୱିକେଟ କୁଲଦୀପ ଯାଦବ ନେଇଛନ୍ତି | କୁଲଦୀପ ୩ ୱିକେଟ , ପାଣ୍ଡ୍ୟା ୨ ୱିକେଟ ,ଅକ୍ସର ୧ ୱିକେଟ , ଜାଡେଜା ୧ ୱିକେଟ, ରାଣ ୧ ୱିକେଟ ନେବାରେ ସଫଳ ହୋଇଥିଲେ | ଭାରତର ବ୍ୟାଟିଂରେ ସର୍ବାଧିକ ରନ ବିରାଟ କୋହଲି କରିଛନ୍ତି ବିରାଟ ୧୦୦ ରନ , ଗିଲ ୪୬ , ରୋହିତ ୨୦ , ଶ୍ରେୟସ ୫୬ ,ରନ ପାକିସ୍ତାନକୁ ପରାଜୟ କରିଛନ୍ତି | ଭାରତ ୨୪୪ – ୪ (୪୨ .୩ ) ଓଭରରେ ପାକିସ୍ତାନକୁ ପରାଜୟ କରିଛି | ଭାରତ ୨ ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଆଗରେ ରହିଥିବା ବେଳେ ପାକିସ୍ତାନ ୨ ଟି ମ୍ୟାଚ ହାରି ଶେଷ ସ୍ଥାନରେ ରହିଅଛି | ଏବଂ ପାକିସ୍ତାନର ସେମିଫାଇନାଲକୁ ଆଉ ପ୍ରବେଶ କରିପାରିବନାହିଁ ବୋଲି ସୂଚନା ମିଳୁଛି |

Odia Khabar

Leave a Comment