ଗାଧୋଉଥିବା ବେଳେ ଯୁବକ ଜଣକ ପାଣିରେ ବୁଡି ମୁର୍ତ୍ୟୁ ବରଣ କରିଛନ୍ତି ?

ଗାଧୋଉଥିବା ବେଳେ ଯୁବକ ଜଣକ ପାଣିରେ ବୁଡି ମୁର୍ତ୍ୟୁ ବରଣ କରିଛନ୍ତି | ଘଟଣାଟି ପୁରୀ ଅଞ୍ଚଳରେ ଘଟିଥିବା ଜଣାପଡିଛି | ପୁରୀ ନରେନ୍ଦ୍ର ପୁଷ୍ପଋଣୀରେ ଯୁବକ ଜଣକ ଗାଧୋଉଥିବା ବେଳେ ବୁଡିଯାଇଥିଲେ ଏବଂ ବହୁତ ସମୟ ଧରି ଯୁବଜ ଜଣକୁ ଖୋଜାଖୋଜି କରିସାରିବା ପରେ ଯୁବକଙ୍କର ମୂର୍ତ ଦେହ ମିଳିଥିଲା | ଯୁବକ ଜଣକ ବୁଡିଯିବା ଖବର ପାଇଁ ପ୍ରଥମେ ଅଗ୍ନିଶମ ବାହିନୀ ଟିମ ପହଞ୍ଚି ଯୁବକ ଜଣଙ୍କୁ ଖୋଜିବାରେ ଲାଗିଥିଲେ | ବହୁତ ସମୟ ଧରି ଖଜାଖୋଜି କରିସାରିବା ପରେ ଅଗ୍ନିଶମ କର୍ମଚାରୀମାନେ ଯୁବକଙ୍କ ମୂର୍ତ ଦେହ ପାଇଥିଲେ |

Odia Khabar

Leave a Comment