ଗୁଗଲ ମ୍ୟାପ ଦେଖି ଯାତ୍ରା କରିଥିଲେ ସାବଧାନ…

ପୁଣି ଧୋକା ଦେଲା ଗୁଗଲ ମ୍ୟାପ ବିହାରରୁ ଗୋଆ ଆସୁଥିବା ବେଳେ ଗୋଟିଏ ପରିବାର ଗୁଗଲ୍‌ ମ୍ୟାପ୍‌ର ସାହାଯ୍ୟରେ ଆସୁଥିବା ବେଳେ ଗୋଟିଏ ଘଞ୍ଚ ଜଙ୍ଗଲ ଭିତରକୁ ପଶି ଯାଇଥିଲେ ଏବଂ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ନେଟୱର୍କ ନଥିବାରୁ ଆଗକୁ ଯାଇପାରିନଥିଲେ ଏବଂ ଯାହା ଫଳରେ ରାତିରେ ଜଙ୍ଗଲରେ ରହିବାକୁ ପଡିଥିଲା ଏବଂ ସକାଳେ ୪ କିଲୋମିଟର ଚାଲି ଚାଲି ସାରିବା ପରେ ନେଟୱାର୍କ ପାଇଥିଲେ ତା ପରେ ହେଲ୍ପ ଲାଇନେ ନମ୍ବର ୧୧୨ କୁ କଲ କରିଥିଲ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ଉଦ୍ଧାର କରିଛି ।

ଗୁଗଲ ମ୍ୟାପ ସାହାଯ୍ୟରେ ଏବେ କିଛି ଦିନ ତଳେ ଦେଖିବାକୁ ମିଳିଥିଲା ୩ ଜଣ ବ୍ୟକ୍ତି କାରରେ ବ୍ରିଜ ଉପରେ ଯାଉଥିବାବେଳେ ତଳକୁ ଖସି ମୁର୍ତ୍ୟୁ ବରଣ କରିଥିଲେ ଏବଂ ୩ ଡ଼ିସେମ୍ବର ରେ UP ଜିଲ୍ଲାର ବରେଲୀ ରୁ ପିଲିଭିତ ଯାଉଥିବା ବେଳେ ଗୁଗଲ ମ୍ୟାପ ବ୍ୟବହାର କରି କାର ରେ ଥିବା ଯାତ୍ରୀ ମାନଙ୍କର ଅଳ୍ପରେ ଜୀବନ ବଞ୍ଚି ଯାଇଛି । ଯଦି ଆପଣ ଗୁଗଲ ମ୍ୟାପ ବ୍ୟବହାର କରି ବାହାରକୁ ଯାତ୍ରା କରୁଛନ୍ତି ତାହେଲେ ସାବଧାନ ରେ ଜାତର କରନ୍ତୁ ।

Leave a Comment