ଘଟଗାଁ ମନ୍ଦିର ର ଭୋଗ ଦୋକାନରେ ନିଆ ଜଳିଗଲା ୧୦ ଦୋକାନ

ଘଟଗାଁ ମନ୍ଦିର ନିକଟରେ ଥିବା ୧୦ ଟି ଭୋଗ ଦୋକାନ ରେ ନିଆଁ ଲାଗି ସବୁ ନଷ୍ଟ ହୋଇ ଯାଇଛି । କେନ୍ଦୁଝର ଜିଲ୍ଲାର ମା ତାରିଣୀ ମନ୍ଦିର ପାଖରେ ଥିବା ଭୋଗ ଦୋକାନ ରେ ନିଆଁ ଲାଗି ସମସ୍ତ ଭୋଗ ଦୋକାନ ଜଳି ଯାଇଥିଲା । ଯାହା ସୂଚନା ମିଳିଛି ଏହା ବିଳବିତ ରାତିରେ ରାତି ୧ ରୁ ୨ ମଧ୍ୟରେ ଏହା ଘଟିଛି । ଘଟଣା ସ୍ଥଳରେ ଏକ ଭୟାନକ ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ବାସିନ୍ଧା ଅଗ୍ନିସମ ବାହିନୀକୁ ଖବର ପଠାଇଥିଲେ । ଏବଂ ଅଗ୍ନି ସମ ବାହିନୀ ଟିମ ଆସି ନିଆଁ କୁ ଲିଭେଇବାକୁ ଚେଷ୍ଟା କରିଥିଲେ ଏବଂ ସେତେବେଳକୁ ବହୁତ ଗୁଡିଏ ଭୋଗ ଦୋକାନ ପୋଡି ହୋଇ ନଷ୍ଟ ହେଇ ଯାଇଥିଲା ।

Screenshot 2024 12 11 120213
ଭୋଗ ଦୋକାନରେ ନିଆ ଜଳିଗଲା ୧୦ ଦୋକାନ

ଗତକାଲି ରାତିରେ ମନ୍ଦିରରେ ୨ ନମ୍ବର ଗେଟ ପାଖରେ ପ୍ରଥମ ଭୋଗ ଦୋକାନ ରେ ନିଆଁ ଲାଗିଥିଲା ଏବଂ ଯାହା ଫଳରେ ଅତିକ୍ରମ କରି ୧୦ ଟି ଦୋକାନରେ ନିଆଁ ଲାଗି ସବୁ ନଷ୍ଟ ହୋଇ ଯାଇଛି ଏବଂ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି ନିଆଁ ଲାଗିବାର କାରଣ ଏବେ ଜଣାପଡ଼ିନି ଏବେ ସେ ୧୦ ଜଣ ବ୍ୟକ୍ତିଙ୍କ ଜୀବିକା ସବୁ ନଷ୍ଟ ହୋଇ ଯାଇଛି ।

ଭୋଗ ଦୋକାନରେ ନିଆ ଜଳିଗଲା ୧୦ ଦୋକାନ

Leave a Comment