ଚାଷୀଙ୍କ ଫସଲ ଖେୟ କ୍ଷ୍ୟତି କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅଦିନିଆ ବର୍ଷାରେ ଖେୟ କ୍ଷ୍ୟତି କୁ ନେଇ କ୍ଷ୍ୟତି ରୂପେ ଘୋଷଣା କଲେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | କ୍ଷତି ହେଇଥିବା ଚାଷୀମାନଙ୍କର ସମସ୍ତଙ୍କ କ୍ଷତି ପୂରଣ କରାଯିବ | ଏବଂ ଯେଉଁ ଚାଷୀମାନଙ୍କର ଫସଲ ୩୦% ରୁ ଅଧିକ ଖେୟ କ୍ଷତି ହୋଇଥିବା ସେମାନଙ୍କୁ କ୍ଷତି ପୁରଣ ମିଳିବ ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ |
ଫସଲ ଖେୟ କ୍ଷ୍ୟତିରେ ଚାଷୀମାନଙ୍କୁ ୨୯୧ କୋଟିର ସହାୟତା ମିଳିବ ?
୩ ରୁ ୪ ଦିନ ଭିତରେ ସମସ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନ କରାଯିବ । ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ ଶହ ଚାଷୀ କ୍ଷତିର ଶିକାର ହୋଇଛନ୍ତି । ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତି ହୋଇଥିବାବେଳେ ୨୯୧ କୋଟି ସହାୟତା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କିଛି ଦିନ ପୂର୍ବରୁ ବର୍ଷା ଲାଗି ରହିଥିବାରୁ ଓଡିଶାର ଅନେକ ଚାଷୀ ମାନଙ୍କ ଫସଲ ସବୁ ନଷ୍ଟ ହେଇଥିଲା । ଧାନ,ପନିପାରବ ଅତ୍ୟଧିକ ଖେୟ କ୍ଷ୍ୟତି ହବାର ଦେଖାଦେଇଥିଲା । ଏବଂ ଚାଷୀଙ୍କୁ ବହୁତ ଖେୟ କ୍ଷ୍ୟତିର ସାମ୍ନା କରିବାକୁ ପଡିଥିଲା ବହୁତ ଚାଷୀ ରାଜ୍ୟ ସରକାରଙ୍କ ନିକଟରେ କ୍ଷତି ପୁରାଣ ଦାବି ମଧ୍ୟ୍ୟ କରିଥିଲେ । ଅନେକ ଜିଲ୍ଲାରୁ ମଧ୍ୟ୍ୟ ଫସଲ ନଷ୍ଟ ହେବାରୁ ଚାଷୀ ଆତ୍ମହତ୍ୟା କରିବା ମଧ୍ୟ୍ୟ ଦେଖାଦେଇଥିଲା । ଏବଂ ଚାଷୀ ମାନକ ଦୁଃଖକୁ ବୁଝିଛନ୍ତି ରାଜ୍ୟ ସରକାର ଏବଂ ସମସ୍ତ ଚାଷୀ ମାନଙ୍କୁ ଫସଲ ଖେୟ କ୍ଷ୍ୟତି କୁ ନେଇ ସହାୟତ ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।