ଛତିଶଗଡ଼ରେ ଗୁଣି ଗାରେଡିକୁ ନେଉ ଜଣେ ବୃଦ୍ଧାଙ୍କୁ ପୋଲିସ ଗିରଫ କରିଛି ?

ଛତିଶଗଡ଼ରେ ଗୁଣି ଗାରେଡିକୁ ନେଉ ଜଣେ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି । ଛତିଶଗଡ଼ର ଗୋଟେ ଗାଁ ରେ କିଛି ଦିନ ହବ ପଶୁ , ପାଖି , ଏବଂ , ମଣିଷ ମାନଙ୍କର ମୁର୍ତ୍ୟୁ ଘଟି ଆସୁଥିଲା । ଏବଂ ଗାଁ ଲୋମାନେ କେହି ଗୁଣି ଗାରେଡି କରିଥିବା ସନ୍ଦେହରେ ବାହାର ଗାଁରୁ ୬ ଜଣ ଗୁଣିଆକୁ ଡାକିଥିଲେ । ଏବଂ ଗୁଣିଆ ମାନେ ଖଟ ବୁଲେଇବା କାର୍ଯ୍ୟ କରିଥିଲେ ଓ ଜଣେ ବୃଦ୍ଧ ମହିଳାଙ୍କୁ ଗୁଣି କରିଥିବା ନେଇ ଗାଁ ଲୋକଙ୍କୁ କହିଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ବୃଦ୍ଧ ମହିଳାଙ୍କୁ ଗିରଫ କରିବା ସହ ୬ ଜଣ ଗୁଣିଆକୁ ଗିରଫ କରିଛି ପୋଲିସ ଜଣେ ଗୁଣିଆକୁ କୋଟ ଚାଲାଣ କରିଛି ଛତିଶଗଡ଼ ପୋଲିସ ।

Odia Khabar

Leave a Comment