ଜଟଣୀ ନୂଆଗାଁର ଯୁବକଙ୍କୁ ହତ୍ୟା ?

ଜଟଣୀ ନୂଆଗାଁର ଯୁବକଙ୍କୁ ହତ୍ୟା | ଯୁବକ ଜଣକୁ କିଛି ଲୋକ ମିଶି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି | ଯୁବକ ଜଣକର ଘର ଜଟଣି ନୂଆଗାଁ ଅଂଚଳର ବୋଲି ସୂଚନା ମିଳୁଛି | ମୁର୍ତ୍ୟୁ କରିଥିବା ଯୁବକ ଜଣକ ହଉଛନ୍ତି ମାନସ ଦଳାଇ | ଗତକାଲି ରାତିରେ ମାନସ ଦଳାଇଙ୍କୁ କିଛି ଲୋକ ଘରୁ ଡାକି ନେଇ ହତ୍ୟା କରିଥିବା ଖବର ସାମ୍ନାକୁ ଆସୁଛି | ଦୁର୍ବୁତ୍ତ ମାନେ ମାନସ ଦଳାଇଙ୍କୁ ଖୋର୍ଦ୍ଧା ଜଟଣୀ ଷଣ୍ଢପୁରଠାରେ ହତ୍ୟା କରିଥିବା ସୂଚନା ମିଳୁଛି | ମାନସ ଦଳାଇଙ୍କ ସହିତ କିଛି ପୂର୍ବ ଶତ୍ରୁତା ରହିଥିବାରୁ ମନସଙ୍କୁ ଘରୁ ଡ଼ାକିନେଇ ହତ୍ୟା କରିଥିବା ସୂଚନା ମିଳୁଛି | ମାନସ ଦଳାଇଙ୍କୁ ୪ ରୁ ୫ ବ୍ୟକ୍ତି ମିଶି ହତ୍ୟା କରିଥିବା ଜଣାପଡୁଛି | ଘଟଣା ସ୍ଥଳରେ ପୋଲିସ କର୍ମଚାରୀ ପହଂଚି ମାନସ ଦଳାଇଙ୍କୁ ଉଦ୍ଧାର କରି ଏମ୍ସ ମେଡିକାଲରେ ଭର୍ତି କରାଯାଇଥିଲା ଓ ଡାକ୍ତର କିଛି ସମୟ ପରେ ମାନସଙ୍କୁ ମୂର୍ତ ଘୋଷଣା କରିଥିଲେ | ପୋଲିସ ମୁର୍ତ୍ୟୁ ଘଟିଥିବାର ତଦନ୍ତ କାର୍ଯ୍ୟ କରୁଛି |

Odia Khabar

Leave a Comment