ଜମ୍ମୁ-କାଶ୍ମୀରରେ ଗଭୀର ଖାଲକୁ ଗାଡି ଖସିବାରୁ ୩ ଯବାନ ମୂର୍ତ ? ଆଜି ରବିବାରରେ ଏଭଳି ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି | ଦୃଘଟଣାଟି ଆଜି ସକାଳ ୧୧ଟା ସମୟରେ ଘଟିଥିବା ସୂଚନା ମିଳୁଛି | ସେନାବାହିନୀ ଗାଡିଟି ବହୁତ ଗଭୀର ଖାଲ ଭିତରକୁ ଖସିପଡିଥିଲା ପ୍ରାୟ ୭୦୦ ପୁଟ ତଳକୁ ଖସିପଡିଥିଲା | ଦୃଘଟାଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି | ଯବାନ ଗାଡିଟି ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଏଭଳି ଏକ ଦୃଘଟଣାର ଶିକାର ହୋଇଛନ୍ତି | ଦୃଘଟଣା ପରେ ସନେବାହିନୀ କର୍ମୀମାନେ , ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ କରିଥିଲେ |