ଜୟପୁରରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ୪୦ ରୁ ଅଧିକ ଆହତ

ଜୟପୁରରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ୪୦ ରୁ ଅଧିକ ଆହତ ଜୟପୁର ପେଟ୍ରୋଲ ପମ୍ପ ନିକଟରେ ଏକ ଭୟାନକ ବିସ୍ପୋରଣ ଘଟିଥିଲା | ଗ୍ୟାସ ଗାଡି ଟ୍ରକକୁ ଧକ୍କା ଦେବା ଫଳରେ ଏଭଳି ଏକ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି | ଦୃଘଟଣାରେ ୪୦ ରୁ ଅଧିକ ଲୋକ ଆହତ ହେବ ସହ ୫ ଜଣ ବ୍ୟକ୍ତି ଘଟଣା ସ୍ଥଳରେ ମୁର୍ତ୍ୟୁ ବରଣ କରିଛନ୍ତି |

ଦୃଘଟଣାଟି କେମିତି ଘଟିଲା

ଘଟଣାଟି ରାଜସ୍ଥାନର ଜୟପୁର ଅଂଚଳର ହୋଇଥିଲା ଦୃଘଟଣାଟି ସକାଳ 5.୩୦ ସମୟ ଭିତରେ ଘଟିଥିବାର ସୂଚନା ମିଳିଛି ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି | ସମସ୍ତଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ପାଖ ମେଡିକାଲରେ ଭର୍ତି କରାଯାଇଛି | ସମସ୍ତଙ୍କ ଚିକିର୍ଷ କାର୍ଯ୍ୟ ଚାଲିଅଛି | ବିସ୍ପୋରଣର ଭୟଙ୍କର ଅଗ୍ନିକାଣ୍ଡରେ ପାଖରେ ଥିବା ସମସ୍ତ ଗାଡି ଟ୍ରକ,ବସ ,କାର,ବାଇକ ଅଗ୍ନିକାଣ୍ଡରେ ସମସ୍ତ ଗାଡି ଜାଳି ସବୁ ନଷ୍ଟ ହେଇଯାଇଛି | ଘଟଣା ସ୍ଥଳରେ ମୁଖ୍ୟମନ୍ତ୍ରୀ ମୋହନ ଲାଲ ପହଂଚିଛନ୍ତି ଏହା ଏକ ଦୁଖଦ ଘଟଣା ଘଟିଥିବାର କହିଛନ୍ତି ଦୃଘଟଣାରେ ମୁର୍ତ୍ୟୁ ବରଣ କରିଥିବା ସମସ୍ତ ବ୍ୟକ୍ତିଙ୍କ ପରିବାରଙ୍କୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି କହିଥିଲେ |

(ଜୟପୁରରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ୪୦ ରୁ ଅଧିକ ଆହତ)

Odia Khabar

Leave a Comment