ଟନେଲ ଭୁଶୁଡିବା ୬୦ ଘଣ୍ଟା ହୋଇଥିବାବେଳେ ଶ୍ରମିକମାନଙ୍କୁ ଏପର୍ଯ୍ୟନ୍ତ ଫସି ରହିଛନ୍ତି |
ତେଲେଙ୍ଗାନାରେ ଟନେଲ ଭୁଶୁଡି ପଡିବାରୁ ଶ୍ରମିକମାନେ ଫସିରହିଥିବା ସୂଚନା ମିଳୁଛି | ଘଟଣାଟି ନାଗାରକୁରନୁଲ ଜିଲ୍ଲାରେ ଟନେଲ ନିର୍ମାଣ କାର୍ଯ୍ୟ ପାଇଁ ସୁଡ଼ଙ୍ଗ ଭିତରକୁ କିଛି ଶ୍ରମିକମାନେ ପ୍ରବେଶ କରିଥିଲେ ଏବଂ କିଛି ବାଟ ଭିତରକୁ ଗଲାପରେ ଟନେଲ ଭୁସୁଡ଼ିଥିଲା | ଏପର୍ଯ୍ୟାନ ଶ୍ରମିକମାନେ ଫସି ରହିଛନ୍ତି ଦୀର୍ଘ ୬୦ ଘଣ୍ଟା ହବ ଶ୍ରମିକମାନଙ୍କର କୌଣସି ସୂଚନା ମିଳିନାହିଁ | ସମସ୍ତଙ୍କୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଚାଲୁଅଛି | ଟନେଲ ଭୁଶୁଡିବା ଦ୍ୱାରା ୮ ଜଣ ଶ୍ରମିକମାନେ ଫସିରହିଥିବା ସୂଚନା ମିଳୁଛି ଗତ କାଲିଠୁ ଏସଡ଼ିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ମଧ୍ୟ ଶ୍ରମିକ ମାନଙ୍କୁ ଏପର୍ଯ୍ୟନ୍ତ ୬୦ ଘଣ୍ଟା ହବ ଉଦ୍ଧାର କରାଯାଇ ନାହିଁ | ଟନେଲ ଭିତରେ ପ୍ରବଳ ମାତ୍ରାରେ କାଦୁଅ ଭର୍ତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଟିମ ଭିତରକୁ ପ୍ରବେଶ କରିବାରେ ଅସୁବିଧା ଦେଖାଦେଉଛି | ଟନେଲ କାର୍ଯ୍ୟ କିଛି ଦିନ ଧରି ବନ୍ଦ ରହିଥିଲା ପୁଣି ୪ ଦିନ ହବ ଟନେଲ କାର୍ଯ୍ୟ ଆରମ୍ଭ ହେବ ବେଳେ ଟନେଲ ଭିତରକୁ ଇଂଜିନିୟର ଓ କିଛି ଶ୍ରମିକମାନେ ଭିତରକୁ କାର୍ଯ୍ୟ କରିବାକୁ ଯାଇଥିବାବେଳେ | ଟନେଲ ଭୁଶୁଡିବା ଫଳରେ ସମସ୍ତ ଶ୍ରମିକ ଫସିରହିଛନ୍ତି ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଟିମ ଶ୍ରମିକମାନଙ୍କୁ ଉଦ୍ଧାର କାର୍ୟ୍ଯରେ ଲାଗିଛନ୍ତି |