ଟୁରିଷ୍ଟ ବସ ଦୃଘଟଣାରେ ଜଣେ ମୂର୍ତ | ଘଟଣାଟି ଭୁବନେଶ୍ୱର ଉତ୍ତରା ଛକରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଗୋଟିଏ ଟୁରିଷ୍ଟ ବସଟି ଓଲଟି ପଡିଥିବା ସୂଚନା ମିଳୁଛି | ଦୃଘଟଣାରେ ୧ ଜଣେ ମୁର୍ତ୍ୟୁ କରିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳୁଛି | ଏକ ବଡ ଦୃଘଟଣା ଘଟିଥିବା ଖବର ପାଇଁ ପୋଲିସ କର୍ମଚାରୀ ଓ ଅଗ୍ନିସମ ବାହିନୀ ଟିମ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲେ | ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା | ବସଟି ଭାରସ୍ୟାମ ହରାଇ ଦୃଘଟଣା ଘଟିଥିବା ସୂଚନା ମିଳୁଛି ବସଟି ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏକ ବଡ ଦୃଘଟଣାର ଶିକାର ହୋଇଛନ୍ତି | ଦୃଘଟଣାରେ ସମସ୍ତ ଆହତ ବ୍ୟକ୍ତି ମାନଙ୍କୁ କ୍ୟାପିଟାଲ ମେଡିକାଲରେ ଭର୍ତି କରାଯାଇଥିଲା | ବସ ମୋଟ ୭୦ ଜଣ ଯାତ୍ରୀ ରହିଥିବା ସୂଚନା ମିଳୁଛି | କିଛି ଯାତ୍ରୀ ସୁସ୍ତ ହୋଇ ମେଡିକାଲରୁ ଫେରିଥିବା ସୂଚନା ମିଳୁଛି |
