ଟ୍ରକ ଦୃଘଟଣାରେ ଜଣେ ଶ୍ରମିକ ମୁର୍ତ୍ୟୁ ?

ଟ୍ରକ ଦୃଘଟଣାରେ ଜଣେ ଶ୍ରମିକ ମୁର୍ତ୍ୟୁ ଦୃଘଟଣାଟି କୁଜଙ୍ଗ ଅଞ୍ଚଳରେ ଘଟିଥିବା ଜଣାପଡୁଛି | ଗତ କାଲି ରାତିରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି ଏକ ଭୟଙ୍କର ଦୃଘଟଣାରେ ଜଣେ ଶ୍ରମିକ ମୁର୍ତ୍ୟୁ ବରଣ କରିଛନ୍ତି | ଓ ଟ୍ରକ ଡ୍ରାଇଭର ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି | ଟ୍ରକଟି ପାରାଦୀପକୁ ଯାଉଥିବାବେଳେ ଦୃଘଟଣାର ଶିକାର ହୋଇଛି | ଟ୍ରକରେ ମଦ ପେଟି ଲୋଡ଼ ହୋଇଥିଲା ଓ ପାରାଦୀପର ଦୋକାନକୁ ମଦ ଯାଉଥିବା ସୂଚନା ମିଳୁଛି | ମଦ ଗୁଡିକ ଗାଡ଼ିରେ ଲୋଡ଼ ଆଲୋଡ଼ କରିବା ପାଇଁ ଶ୍ରମିକ ଜଣକ ରହିଥିଲେ ଏବଂ ଦୃଘଟଣା ଘଟିଥିବାରୁ ଶ୍ରମିକ ଜଣକ ଟ୍ରକ ଭିତରେ ଚାପି ହୋଇ ରହିଥିଲେ ୩ ,୪ ଘଣ୍ଟା ସମୟ ପରେ ଶ୍ରମିକ ଜଣକୁ ଉଦ୍ଧାର କରାଯାଇଥିଲା ଶ୍ରମିକ ଜଣକ ସେତେବେଳକୁ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ଦୃଘଟଣା ଘଟିଥିବାର କାରଣ ଏପର୍ଯ୍ୟନ୍ତ ଜଣ ପଡ଼ିନାହିଁ ଘଟଣା ସ୍ଥଳରେ ପୋଲିସ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଧା ମାନେ ଉଦ୍ଧାର କାର୍ଯ୍ୟ କରଥିଲେ |

Odia Khabr

Leave a Comment