ଟ୍ରକ ବସ ଦୃଘଟଣା ପୁରୀ ଜାତୀୟ ରାଜପଥରେ ଚନ୍ଦନପୁର ନିକଟରେ ଦୃଘଟଣା ?

ଟ୍ରକ ବସ ଦୃଘଟଣା ପୁରୀ ଜାତୀୟ ରାଜପଥରେ ଚନ୍ଦନପୁର ନିକଟରେ ଦୃଘଟଣା ଘଟିଛି | ଗୋଟିଏ ବାଲି ବୋଝେଇ ଟିପ୍ପର ଗାଡିକୁ ଧକ୍କା ଦେଇଥିଲା ମୋ ବସ ଗାଡି | ଦୃଘଟଣାରେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି | ଦୃଘଟଣାରେ ଆହତ ହୋଇଥିବା ସମସ୍ତ ଯାତ୍ରୀ ମାନଙ୍କୁ ପୁରୀ ସଦର ଚିକିର୍ଷ ଲୟରେ ଭର୍ତି କରାଯାଇଛି | ଯାତ୍ରୀ ମାନଙ୍କ ମଧ୍ୟରୁ ତିନି ଜଣ ଯାତ୍ରୀ ଅଧିକ ଗୁରୁତର ହୋଇଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ଏବେ ସମସ୍ତ ଯାତ୍ରୀ ସୁସ୍ତ ଅଛନ୍ତି ବୋଲି ସୂଚନା ମିଳିଛି |

Odia Khabar

Leave a Comment