ଓଡ଼ିଶାର ବହୁତ ଲୋକ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଉଛନ୍ତି ଅନେକ ଲୋକଙ୍କର ଘର ଭାଙ୍ଗି ନଷ୍ଟ ହେଇଯାଇଛି କାହାର ବାପା ତ କାହାର ପୁଅ କିଏ ସ୍ୱମୀ କୁ ହରାଉ ଛନ୍ତି |

ସରକାର ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି ନିଜ ଘରର ଅସୁବିଧା ଯୋଗୁ ବହୁତ ଲୋକ ଦାଦନ ଖଟିବାକୁ ଯାଇ ଫେରିବି ପାରନ୍ତିନି ନିଜ ଘର ଲୋକଙ୍କ ମୁହଁରେ ଟିକେ ଦାନା ଦବା ପାଇଁ କିଏ ତାମିଲନାଡୁ ଯାଉଛି ତା କିଏ ସୁରଟ ଓ ଆନ୍ଧ୍ର ଏମିତି ଓଡ଼ିଶାର ଅନେକ ଲୋକ ଦାଦନ ଖଟୁଛନ୍ତି ଦାଦନ ଖଟିବାକୁ ଯାଇ ୨୩୩ ଜଣଙ୍କ ମୁର୍ତ୍ୟୁ ଘଟିଛି ତାଠୁ ବଡ ଦୁଃଖର କଥା ହଉଛି ୩୪ ଲୋକଙ୍କ ମୃତଦେହ ଓଡିଶାକୁ ଆସିପାରି ନାହିଁ ଘରଲୋକ ଅନ୍ତିମ ସଂସ୍କାର ବି କରି ପାରୁ ନାହାନ୍ତି |

ଗଂଜାମ ଜିଲ୍ଲାରେ ଗତ ୧୦ ବର୍ଷ ମଧ୍ୟରେ ଅନେକ ଗାଁରୁ ଲୋକ ଦାଦନ ଖଟିବାକୁ ଯାଇ ୫୯ ଜଣ ମୁର୍ତ୍ୟୁ କରିଛନ୍ତି ଏବଂ କଳାହାଣ୍ଡିରୁ ୩୯ ଏବଂ ବଲାଙ୍ଗୀରି ଜିଲ୍ଲାରୁ ୩୫ ଜଣ ଦାଦନ ଖଟିବାକୁ ଯାଇ ମୁର୍ତ୍ୟୁ ବାରଣ କରିଛନ୍ତି ଓଡ଼ିଶାରେ କାମର ଅଭାବ ହେତୁ ଅନେକ ଲୋକ ଦାଦନ ଖଟିବାକୁ ଯାଉ ଛନ୍ତି ୧୦ ବର୍ଷରେ ୪୦୯ ଜଣ ମୁର୍ତ୍ୟୁ ବାରଣ କରିସାରିଲେଣି ବହୁତ ବର୍ଷ ଧରି ଦାଦନ ସସମାସ୍ୟା ହେତୁ ଅନେକ ଲୋକ ଜୀବନ ହରାଉ ଛନ୍ତି |