ଦିଲ୍ଲୀରେ ଟ୍ରେନ ଦଳାଚକଟାରେ ୧୮ ଜଣ ମୂର୍ତ ?

ଦିଲ୍ଲୀରେ ଟ୍ରେନ ଦଳାଚକଟାରେ ୧୮ ଜଣ ମୂର୍ତ କାଲି ରାତିରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଦୃଘଟଣାରେ ୧୮ଜଣ ମୁର୍ତ୍ୟୁ କରିଛନ୍ତି | ସେଥିରେ ୧୪ ଜଣ ମହିଳା ମୁର୍ତ୍ୟୁ କରିଥିବା ନେଇ ସୂଚନା ମିଳୁଛି ମହକୁମ୍ଭ ମେଳାକୁ ହଜାର ହଜାର ଭକ୍ତ ବୁଡ଼ାପକେଇବାକୁ ଯାଉଥିବା ବେଳେ ଦୃଘଟଣାର ଶିକାର ହୋଇଛନ୍ତି | ଦିଲ୍ଲୀ ଷ୍ଟେସନରେ ହଜାର ହଜାର ଲୋକ ମହାକୁମ୍ଭକୁ ଯାଇଥିବାବେଳେ ଠେଲାପେଲା ହେବ ଦ୍ୱାରା ୧୮ ଜଣ ମୁର୍ତ ବରଣ କରିଛନ୍ତି ଏବଂ ୧୦ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ଆହତ ବ୍ୟକ୍ତି ମାନଙ୍କୁ ପାଖ ମେଡିକାଲରେ ଭର୍ତି କରାଯାଇଛି |

ଦୃଘଟଣା ଘଟିଥିବାର କାରଣ କଣ ?

ପ୍ଲାଟଫର୍ମ ଚେଞ୍ଜ ହେବାଦ୍ବାରା ଲୋକମାନଙ୍କର ଦୌଡ଼ା ଦୌଡ଼ି ଓ ଠେଲାପେଲା ହେବା ଦ୍ୱାରା ଲୋକମାନେ ମୁର୍ତ୍ୟୁ ବରଣ କରିଛନ୍ତି | ପ୍ରୟାଗରାଜକୁ ଯିବା ପାଇଁ ଲୋକମାନଙ୍କ ଅତ୍ୟଧିକ ଭିଡ ଦେଖିବାକୁ ମିଳିଥିଲା ଓ ଦୃଘଟଣାରେ ୧୮ ଜଣ ମୁର୍ତ୍ୟୁ କରିବା ସହ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି | ଷ୍ଟେସନରେ ଠେଲାପେଲାରେ ମୁର୍ତ୍ୟୁ କରିଥିବା ଲୋକମାନଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି ଏବଂ ଆହତ ବ୍ୟକ୍ତି ମାନଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି | ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଆହତ ମାନଙ୍କ ପାଇଁ ଶୀଘ୍ର ଭଲ ହେବା ପାଇଁ ପ୍ରାଥନା କରିଛନ୍ତି |

Odia Khabar

Leave a Comment