ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା ?

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା । ଦିଲ୍ଲୀରେ ବିଜେପି ଦଳ ଏତେ ବର୍ଷ ପରେ ବିଜୟ କରିସାରିବା ପରେ ବିଜେପି ଦଳ ଦିଲ୍ଲୀର ରେଖା ଗୁପ୍ତଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରୂପେ ଘୋଷଣା କରିଛନ୍ତି ।ରେଖା ଗୁପ୍ତ କହିଛନ୍ତି ଦଳର ସମସ୍ତଙ୍କ ଆଶୀର୍ବାଦ ରହିଥିବାରୁ ଦଳ ମୋତେ ବିଶ୍ୱାସ କରି ମୁଖ୍ୟମନ୍ତ୍ରୀ କରିଥିବାରୁ ଓ ବିଧାୟକକୁ ଦଳର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ରେଖା ଗୁପ୍ତା । ଅପାର ବନ୍ଦନା କୁମାରୀଙ୍କୁ ୨୯ ହଜାର ରୁ ଅଧିକ ଭୋଟର ପରାସ୍ତ କରିଛନ୍ତି । ରେଖା ଗୁପ୍ତଙ୍କୁ ୬୮ ହଜାର ୨୦୦ ଖଣ୍ଡ ଭୋଟ ମିଳିଥିଲା । ରେଖା ଗୁପ୍ତ ୧୯୪୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଦିଲ୍ଲୀ ବିଶ୍ୱବିଦ୍ୟାଳରେ ଶିକ୍ଷା ଲାଭ କରିଥିଲେ ରେଖା ବିଶ୍ୱବିଦ୍ୟାଳରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ୧୯୯୬ ରୁ ୧୯୯୭ ପର୍ଯ୍ୟନ୍ତ ସଭାପତି ଭାବେ କାର୍ଯ୍ୟ କରିଥିଲେ । ୨୦୦୭ ଓ ୨୦୧୨ ରେ କାଉନସିଲର ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ ରେଖା ଗୁପ୍ତ । ସମସ୍ତ ବିରୋଧୀ ପ୍ରତିନିଧି କୁ ୩୦୦୦୦ ହଜାର ଭୋଟରେ ପରାଜୟ କରି ବିଜୟ ହାସଲ କରିଛନ୍ତି ।ଆଜି ରେଖା ଗୁପ୍ତା ଦିଲ୍ଲୀର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଦିଲ୍ଲୀର ଚତୁର୍ଥ ମୁଖ୍ୟମନ୍ତ୍ରୀ ମହିଳା ହୋଇଛନ୍ତି ରେଖା ଗୁପ୍ତା । ରେଖା ଗୁପ୍ତା କାଉନସିଲରରୁ ନିଜର କ୍ୟାରିଅର ଗଢିବା ଆରମ୍ଭ କରିଥିଲେ ହେଲେ ଏବେ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ରେଖା ଗୁପ୍ତା ।ଦିଲ୍ଲୀର ଶାଲିମର ବାଗରରେ ବିଧାୟକ ଭାବେ କାର୍ଯ୍ୟ କରିଆସୁଛନ୍ତି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଭାବେ ପରଭେଷ ବର୍ମାଙ୍କୁ ଭାରତୀୟ ଜନତା ପାର୍ଟି ଚୟନ କରିଛନ୍ତି ଆଜି ପରଭେଷ ବର୍ମା ଶପଥ ଗ୍ରହଣ କରିବେ ଆଜି ରାମଲୀଳା ମୈଦାନରେ ଶପଥ କାର୍ଯ୍ୟ ସମରହ ହେବାକୁ ଯାଉଛି ।

Odia Khabar

Leave a Comment