ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ ହେବେ ଅକ୍ସର ପଟେଲ ?

ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ ହେବେ ଅକ୍ସର ପଟେଲ | ଆଉ କିଛି ଦିନ ପରେ ଆଇପିଏଲ ମ୍ୟାଚ ଆରମ୍ଭ ହେବାକୁ ଯାଉଥିବାବେଳେ । ଏହାରି ମଧ୍ୟରେ ଗୋଟିଏ ଖବର ଶୁଣିବାକୁ ମିଳିଛି ଦୀର୍ଘ ଦିନର ଅପେକ୍ଷା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକଙ୍କ ନାମ ଘୋଷଣା କରିଛନ୍ତି । ଇଣ୍ତିଆ କ୍ରିକେଟ ଟିମର ଅଲରାଉଣ୍ତର ଅକ୍ଷର ପଟେଲ ଆରମ୍ଭ ହେବାକୁ ଯାଉଥିବବା ଆଇପିଏଲ 2025ରେ ଦିଲ୍ଲୀର ନେତୃତ୍ୱ ନେବେ ବୋଲି ଘୋଷଣା କରାଯାଇଛି । ଆଉ କିଛି ଦିନ ରହିଲା ଆଇପିଏଲ ମ୍ୟାଚ ଅବର୍ଷ ଦିଖିବା ପାଇଁ ଫ୍ୟାନ୍ସ ମାନେ ଭାରି ଉତ୍ସାହ ଅଛନ୍ତି | ଦିଲ୍ଲୀ କ୍ୟାପିଟାଲ IPL 2025 ନିଲାମୀରେ ଦିଲ୍ଲୀ ଅକ୍ଷରଙ୍କୁ 14 କୋଟି ଟଙ୍କାରେ କିଣିଥିଲା ସୂଚନା ମିଳିଛି । ଏବେ ଫ୍ରାଞ୍ଚାଇଜି ତାଙ୍କୁ ଏକ ବଡ଼ ଦାୟିତ୍ବରେ ନିଓଜିତ କରିଛନ୍ତି ।

Odia Khabar

Leave a Comment