ଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ | ଗତକାଲି ୯୨ ବର୍ଷ ବୟଷରେ ମନମୋହନ ସିଂହ ମୁର୍ତ୍ୟୁ ବରଣ କରିଛନ୍ତି | ନିଶ୍ୱାସ ନେବାବେଳେ କଷ୍ଟ ଅନୁଭବ କରୁଥିଲେ ଏବଂ ତାଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା ମେଡିକାଲରେ ତାଙ୍କ ମୁର୍ତ୍ୟୁ ଘଟିଛି | ୨୬ ସେପ୍ଟେମ୍ବର ୧୯୩୨ ମସିହାରେ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ ମନମୋହନ ସିଂହ | ୨୦୦୪ ମସିହାରୁ ୨ ଥର ଦେଶରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଭାରତ ଦେଶରେ ଶୋକର ଛାୟା ଖେଳିଯାଇଛି ଦେଶରେ ୭ ଦିନ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟ ସବୁ ବନ୍ଦ କରାଯାଇଛି ଏବଂ ୭ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ଦେଶର ଅର୍ଥନୀତିକୁ ନୂଆ ସ୍ତିତି ଦେଇଛନ୍ତି ମନମୋହନ ସିଂହ |