ନଦୀରେ ଡ଼ଙ୍ଗା ଓଲଟିପଡିବାରୁ ୫୮ ଜଣ ମୁର୍ତ୍ୟୁ ?

ନଦୀରେ ଡ଼ଙ୍ଗା ଓଲଟିପଡିବାରୁ ୫୮ ଜଣ ମୁର୍ତ୍ୟୁ | ଆଫ୍ରିକା ଦେଶରେ ଏକ ଦୁଖଦ ଖବର ଶୁଣିବାକୁ ମିଳୁଛି | ନଦୀରେ ଡଙ୍ଗା ବୁଡ଼ିବାରୁ ୫୮ ଜଣରୁ ଉର୍ଧ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ଡ଼ଙ୍ଗାରେ ନିଆଁ ଲାଗିବ ଦ୍ୱାରା ଏଭଳି ଏକ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ସୂଚନା ଅନୁଯାଇ ଡ଼ଙ୍ଗା ଓଲଟିବାରୁ ୫୮ ଜଣରୁ ଉର୍ଧ ବ୍ୟକ୍ତି ମୁର୍ତ୍ୟୁ କରିଥିବାବେଳେ ଅତ୍ୟଧିକ ଲୋକ ଆହତ ହୋଇଥିବା ସୂଚନା ମିଳୁଛି | ନିଆଁ ଲାଗିବାର କାରଣ କହିଲେ ରୋଷେଇ କରୁଥିବା ସମୟରେ ଅଚାନକ ଡ଼ଙ୍ଗାରେ ନିଆଁ ଲାଗିଥିଲା | କିଛି ଲୋକ ନିଜ ଜୀବନ ବଞ୍ଚେଇବାକୁଯାଇ ନଦୀକୁ ଡେଇଁ ପଡ଼ିଥିଲେ | କିଛି ଲୋକ ପହଁରିବା ଜାଣିବା ଦ୍ୱାରା ବଞ୍ଚିଯାଇଥିଲେ ଓ ଅନ୍ୟ ଲୋକମାନେ ପହଁରିବା ନଜାଣିବା ଦ୍ୱାରା ପାଣିରେ ବୁଡି ମୁର୍ତ୍ୟୁ ବରଣ କରିଛନ୍ତି | କିଛି ଲୋକ ନିଖୋଜ ରହିଥିବାବେଳେ ତାଙ୍କୁ ଉଦ୍ଧାର ଟିମ ଖୋଯିବା କାର୍ଯ୍ୟରେ ଲାଗିଛନ୍ତି | ଡ଼ଙ୍ଗାରେ ମୋଟ ୪୦୦ ଲୋକ ରହିଥିବା ସୂଚନା ମିଳୁଛି |

Odia Khabar

Leave a Comment