ନେପାଳରେ ଭୟଙ୍କର ଭୂମିକମ୍ପରେ ୩୦ ଜଣ ମୂର୍ତ ?

ନେପାଳରେ ଭୟଙ୍କର ଭୂମିକମ୍ପରେ ୩୦ ଜଣ ମୂର୍ତ । ଆଜି ସକାଳେ ୭ . ୩୦ ମିନିଟରେ ନେପାଳରେ ଏକ ବଡ ଧରଣର ଭୂମିକମ୍ପ ଘଟିଥିଲା । ଏବଂ କୋଠା ଘର ସବୁ ଭୁଶୁଡି ୩୦ ଜଣ ମୂର୍ତ ବରଣ କରିଥିବା ସୂଚନା ମିଳିଛି । ଏବଂ ମୂର୍ତ ସଂଖ୍ୟା ବଢିବା ଆଶଙ୍କା ଦେଖାଦେଉଛି ଭୂମିକମ୍ପ ତୀବ୍ରତା ୭.୧ ରେକର୍ଡ କରାଯାଇଛି । ଲଗାତାର ୭ ଥର ତୀବ୍ର ଭାବେ ଭୂମିକମ୍ପ ଘଟିଥିବାର ନେପାଳରେ ଦେଖାଦେଇଥିଲା । ତେବେ ଭୂମିକମ୍ପରେ ବଡ଼ ବଡ଼ କୋଠା ସବୁ ଭୁଶୁଡିବା ଦେଖାଦେଇଛି । ନେପାଳରେ ଅନେକ ଲୋକେ ପ୍ରାଣ ହେରେଇବା ସହ ବହୁ କ୍ଷୟକ୍ଷତିର ସାମ୍ନା କରିଛନ୍ତି ।

Odia Khabar

Leave a Comment