ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଦିନ ଦ୍ୱିପହରେ ଲୁଟ ?

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଦିନ ଦ୍ୱିପହରେ ଲୁଟ | ୮ ଲକ୍ଷରୁ ଅଧିକ ତାଙ୍କ ଲୁଟ କରିଥିବା ଖବର ସାମ୍ନାକୁ ଆସିଛି ଘଟଣାଟି କୋରାପୁଟ ଜିଲ୍ଲା ବୋଡିଗାଁ ନିକଟରେ ଦୃଘଟଣା ଘଟିଥିବା ଜଣାପଡୁଛି | ପଞ୍ଚାୟତ ନିର୍ବାହୀ ଅଧିକାରୀ ଅର୍ଜୁନ ପାତ୍ର ପିଇଓ ଜଣକ ବଧାର୍କ୍ୟ ଟଙ୍କା ବାଣ୍ଟିବା ପାଇଁ ଯାଉଥିବାବେଳେ କିଛି ଦୁର୍ବୁତ୍ତ ମାନେ ତାଙ୍କୁ ଛୁରୀ ଦେଖେଇ ଲୁଟ କରିଛନ୍ତି | ଦୁର୍ବୁତାମାନେ ୬ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ କରିବାରେ ସଫଳ ହୋଇଛନ୍ତି | ଅର୍ଜୁନ ପାତ୍ର ପିଇଓ ଜଣକ କହିଛନ୍ତି ୬ ଜଣ ଡୁବୁତ ଆସି ରାସ୍ତା ମଝିରେ ତାଙ୍କ ଗାଡିକୁ ଅଟକାଇଥିଲେ ମୋତେ ଧକ୍କା ଦେବା ସହ ଛୁରୀ ଦେଖିଇ ଟଙ୍କା ବ୍ୟାଗଟି ନେଇ ପଳାଇଥିଲେ | ବ୍ୟାଗରେ ୮ ଲକ୍ଷ ୫୯ ହଜାର ୩୦୦ ଟଙ୍କା ରହିଥିଲା ବୋଲି କହିଛନ୍ତି | ଏବଂ ଗାଁ ସରପଞ୍ଚ ଜଣକ କହିଛନ୍ତି ସେହି ଜାଗାରେ ବାରମ୍ବାର ଲୁଟ ଘଟଣା ସାମ୍ନାକୁ ଆସୁଛି ଏବଂ ସେଠି ସୁରକ୍ଷା ବ୍ୟବସ୍ତା କଲେ ଲୋକମାନେ ଉପକୃତ ହବେ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କାର୍ଯ୍ୟ କରୁଛି |

Odia Khabar

Leave a Comment