ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଅଘଟଣାରେ ୪ ଜଣ ମୂର୍ତ | ଘଟଣାଟି ନବରଙ୍ଗପୁର ଜିଲ୍ଲା ପଡଲଗୁଡାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳିଛି | ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା | ପାଇଖାନା ଟାଙ୍କି ସଫା କରିବାକୁ ଆସିଥିବା ଶ୍ରମିକଙ୍କୁ ବଞ୍ଚେଇବାକୁ ଯାଇ ଗାଁର ଦୁଇ ଜଣ ଯୁବକ ମୁର୍ତ୍ୟୁ ବରଣ କରିଛନ୍ତି | ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ୪ ଜଣ ମୁର୍ତ୍ୟୁ କରିଥିବା ଜଣାପଡିଛି | ଘଟଣା ସ୍ଥଳରେ ୩ ଜଣ ମୁର୍ତ୍ୟୁ କରିଥିବା ବେଳେ ଆଉ ଜଣେ ହସ୍ପିଟାଲରେ ମୁର୍ତ୍ୟୁ କରିଥିବା ସୂଚନା ମିଇଛି | ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି |