ପାଣି ପାଇଁ ଉତେଜନା ଦେଖାଦେଇଛି ଢେଙ୍କାନଳର କାମାକ୍ଷାନଗରରେ ?

ପାଣି ପାଇଁ ଉତେଜନା ଦେଖାଦେଇଛି ଢେଙ୍କାନଳର କାମାକ୍ଷାନଗରରେ ମହିଳା ମାନେ ପାଣିର ଅସୁବିଧା ନେଇଁ ରାସ୍ତା ଅବରୋଧ କରିଛନ୍ତି | କାମାକ୍ଷାନଗର ବଜାଡ଼ିହିଠାରେ ମହିଳା ମାନେ ମାଠିଆ ବାଲଟି ଥୋଇ ରାସ୍ତା ରୋକ କରିବାକୁ ବାଧ୍ୟ୍ୟ ହୋଇଛନ୍ତି | ଗାଁରେ ବର୍ଷ ବର୍ଷ ଧରି ପାଣି ସମସ୍ୟା ଲାଗିରହିଥିବାରୁ ଲୋକମାନେ ସରପଞ୍ଚ ଠାରୁ ଆରମ୍ଭ କରି ସମସ୍ତ ବିଭାଗୀୟକୁ କହିସାରିବା ପରେ ମଧ୍ୟ୍ୟ ଲୋକେ ନିରାଶ ହୋଇଛନ୍ତି | ଆଗକୁ ଖରାଦିନ ଆସିବା ନେଇ ଚିନ୍ତାରେ ଅଛନ୍ତି ଗାଁ ଲୋକେ ଆଜି ମହିଳା ମାନେ ରାସ୍ତା ରୋକ କରିବାକୁ ବାଧ୍ୟ୍ୟ ହୋଇଛନ୍ତି | ଏବଂ ଲୋକମାନେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମୁଖିନ୍ନ ହୋଇଛନ୍ତି |

Leave a Comment