ପାରାଦୀପ କୁଜଙ୍ଗ ନିକଟରେ ଯାତ୍ରୀ ବାହୀ ବସ ଦୃଘଟଣା ?

ପାରାଦୀପ କୁଜଙ୍ଗ ନିକଟରେ ଯାତ୍ରୀ ବାହୀ ବସ ଦୃଘଟଣା । ଭାରସ୍ୟାମ ହରାଇ ବସଟି ବିଲ ଭିତରକୁ ପଶିଯାଇଛି ଦୃଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଡଲଫିନ ବସଟି ପିକନିକ ଯାଇଥିଲା ଏବଂ ପାରାଦୀପରୁ ଆସୁଥିବାବେଳେ ଦୃଘଟଣା ଘଟିଥିଲା ଏବଂ ଦୃଘଟଣାରେ ଯାତ୍ରୀ ମାନେ କିଛି କ୍ଷତି ଗ୍ରସ୍ତ ହୋଇନାହାନ୍ତି । ରାସ୍ତାରେ ଅତ୍ୟଧିକ କୁହୁଡି ହେଇଥିବାରୁ ଦୃଘଟଣା ଘଟିଥିବା ଅନୁମାନ କରାଯାଉଛି । ଏତେ ବଡ ଦୃଘଟଣାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି ।

Odia Khabar

Leave a Comment