ପାହାଡ଼ରୁ କଲେଜ ଛାତ୍ରଙ୍କ ମୂର୍ତ ଦେହ ଠାବ ?

ପାହାଡ଼ରୁ କଲେଜ ଛାତ୍ରଙ୍କ ମୂର୍ତ ଦେହ ଠାବ । ଘଟଣାଟି କାଲି ଦ୍ୱିପହରେ ଘଟିଥିବା ସୂଚନା ମିଳିଛି ଗଂଜାମ ଜିଲ୍ଲାରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । କଲେଜ ଛାତ୍ର ଜଣକ ଗୋଟେ ଜଙ୍ଗଲ ପାହାଡ଼ ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜନପଡ଼ିନାହିଁ । କଲେଜ ଛାତ୍ରଙ୍କ ଜୁଳାନ୍ତ ମୂର୍ତ ଦେହ ଠାବ କରାଯାଇଛି ଗଂଜାମ ଜିଲ୍ଲା ଖଲିକୋଟ ଶ୍ୟାମସୁନ୍ଦର ପୁରରେ ରହିଥିବା ଦୁର୍ଗା ପାହାଡ଼ରେ ଛାତ୍ରଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ମୂର୍ତ ଛାତ୍ର ଜଣକ ଘର ଥାନାଦେଓ ଗାଓଁ ର ବାଦଲ ପଳେଇ ଛାତ୍ର ଜଣକ + ୨ ବିଜ୍ଞାନରେ ପାଠ ପଢୁଥିଲେ ହେଲେ ଛାତ୍ରୀ ଜଣକ କଣ ପାଇଁ ଏ ଦୁଃଶାଷ କରିଛନ୍ତି ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । କଲେଜ ଛାତ୍ର ଜଣକ ହତ୍ୟା ନା ଆତ୍ମହତ୍ୟା କରିଛନ୍ତି କୌଣସି ସୂଚନା ମିଳିନାହିଁ । ଘଟଣା ସ୍ଥଳରେ ପୋଲିସ କର୍ମଚାରୀ ପହଞ୍ଚି ଛାତ୍ର ଜଣକର ମୂର୍ତ ଶରୀରକୁ ନିଜ ଅଧୀନକୁ ନେଇଛନ୍ତି ଛତ୍ର ଜଣକର ଆତ୍ମହତ୍ୟା କରିବା ନେଇ ପୋଲିସ ତଦନ କାର୍ଯ୍ୟ କରୁଛି ।

Odia Khabar

Leave a Comment