ପୁଣି ଥରେ ଲ୍ୟଣ୍ଡିଙ୍ଗ ବେଳେ ବିମାନ ଦୃଘଟଣା ?

ପୁଣି ଥରେ ଲ୍ୟଣ୍ଡିଙ୍ଗ ବେଳେ ବିମାନ ଦୃଘଟଣା ତୋରଣ୍ଟ ଏୟାରପୋର୍ଟରେ ଦୃଘଟଣା ଘଟିଥିବା ସୁଚନା ମୁଳୁଛି । ଦୃଘଟଣାରେ ୧୮ ଜଣ ଆହତ ହୋଇଥିବାବେଳେ ୩ ଅଧିକ ଗୁରୁତର ହୋଇଥିବା ସୂଚନା ମିଳୁଛି । ବିମାନରେ ମୋଟ ୮୦ ଜଣ ଯାତ୍ରୀ ରହିଥିବାର ଜଣାପଡିଛି । ଏତେ ବଡ ଦୃଘଟଣା ଘଟିଥିବାରୁ କେହି ଜଣେ ଯାତ୍ରୀ ମୁର୍ତ୍ୟୁ ବରଣ କରିନଥିବା ସୂଚନା ମିଳୁଛି ସମସ୍ତେ ଯାତ୍ରୀ ଭୟଙ୍କର ଦୃଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦୃଘଟଣା ହେବା ପରେ ବିମାନରେ ନିଆଁ ଲାଗିଯାଇଥିଲା ଖୁବ ଶୀଘ୍ର ଅଗ୍ନିଶମ ବାହିନୀ ଟିମ ପହଞ୍ଚି ନିଆଁକୁ ଆୟତ କରିବା କାର୍ଯ୍ୟ କରିଥିଲା । ସମସ୍ତ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।

ବିମାନ ଦୃଘଟଣା ଘଟିଥିବାର କାରଣ ?

ତୋରଣ୍ଟ ଏୟାରପୋର୍ଟରେ ବିମାନଟି ଲ୍ୟାଣ୍ଡ କରୁଥୁବାବେଳେ ବିମାନଟି ଓଲଟି ପଡିଥିଲା ଲ୍ୟାଣ୍ଡ କରୁଥିବା ସମୟରେ କିଛି ତ୍ରୁଟି ରହିଥିବା ଯୋଗୁ ବିମାନଟି ଦୃଘଟଣା ଘଟିଥିବା ସୂଚନା ମିଳୁଛି । ବିମାନଟି ଦୃଘଟଣା କରିଥିବାର ପ୍ରକୁର୍ତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଦୃଘଟଣାର ତଦନ୍ତ କାର୍ଯ୍ୟ କରିସାରିବା ପରେ କିପରି ଦୃଘଟଣା ଘଟିଥିଲା ଜଣାପଡିବା । ଏବେ କିଛି ମାସ ମଧ୍ୟ୍ୟରେ ବାରମ୍ବାର ବିମାନ ଦୃଘଟଣା ଖବର ସାମ୍ନାକୁ ଆସୁଛି । ବିମାନରେ ଥିବା ସମସ୍ତ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଆଜି ବିମାନ ଦୃଘଟଣା ହୋଇଥିବା ଯୋଗୁ ବିଭିନ୍ନ ବିମାନ ମାନଙ୍କର ଉଡାଣ ବାତିଲ ଓ ବିଲମ୍ବିତ କରାଯାଇଛି ।

Odia Khabar

Leave a Comment