ବଲାଙ୍ଗୀରି ଅଂଚଳର ସାନଗୁରଜିଭଟା ଗାଁର ୨ ଜଣ ସ୍ୱାମୀ ଆଉ ସ୍ତ୍ରୀ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ନିଜ ଜୀବନ ବଂଚେଇବା କୁ ପୁଣି ଦାଦନ ଖଟିବାକୁ ବାହାରିଛି ଏବଂ ଛୋଟ ଶିଶୁର ଲାଳନ ପାଳନ କରିବା ପାଇଁ ସକ୍ଷମ ନାହିଁ ବୋଲି ନିଜ ଶିଶୁ କନ୍ୟାକୁ ସରକାରଙ୍କୁ ଦେବାକୁ ବାଧ୍ୟ୍ୟ ହୋଇଛନ୍ତି ।
ଏଠି କାମ ମିଳୁ ନାହିଁ ବୋଲି ସ୍ୱାମୀ ସ୍ତ୍ରୀ ଦାଦନ ଖଟିବାକୁ ବାହାରି ଛନ୍ତି ପୋଲିସ ଘଟଣାର ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ସ୍ୱାମୀ, ସ୍ତ୍ରୀଙ୍କୁ ପୋଲିସ ଷ୍ଟେସନରେ ୩ ଦିନ ଅଟକ ରଖି ପଚାର ଉଚରା କରୁଥିଲା ଏବଂ ଗାଁ ଲୋକ ଶିଶୁ ଅଭିଯୋଗରେ ପୋଲିସ ଷ୍ଟେସନରେ ରହିଥିବାରୁ ଗାଁ ଲୋକ ମାନେ ଜାତିରୁ ମଧ୍ୟ୍ୟ ବାହାର କରିଛନ୍ତି ଆଗରୁ ମଧ୍ୟ୍ୟ ସ୍ୱାମୀ ସ୍ତ୍ରୀ ଘର ର ଅସୁବିଧା ହେତୁ ଅନ୍ୟ ଜଣକ ହାତକୁ ଶିଶୁ କନ୍ୟାକୁ ଦେଇଥିଲେ ଏବଂ ପୁଣି ଘରର ଅସୁବିଧା ହେତୁ କାଲି ସନ୍ଧ୍ୟାରେ ବଲାଙ୍ଗୀରିର ଶିଶୁ ମଙ୍ଗଳରେ ଶିଶୁ କାନ୍ୟକୁ ସ୍ୱାମୀ ସ୍ତ୍ରୀ ଜଣକ ଦେଇଦେଇଥିଲେ ଏବଂ ଅଙ୍ଗନବାଡି ର ସୁବିଧା ରାସନ କାର୍ଡ ର ସୁବିଧା ସରକାର କରିଥିଲେ ମଧ୍ୟ ଆଜି ବି ଗରିବ ଲୋକ ସେସବୁ ସୁବିଧା ପାଇ ପାରୁନାହାନ୍ତି ଏବଂ ଉପମୁଖ୍ୟମନ୍ତ୍ରୀ କଭି ସିଂ ଦେଓ ଘଟଣା ସ୍ଥଳରେ ପହଂଚି କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦେଶ ଦେଇଥିଲେ ।