ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତିଙ୍କ ପରଲୋକ |

ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତିଙ୍କ ପରଲୋକ କିଛି ଦିନ ତଳେ ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା | ଆଜି ଦେହ ଅତ୍ୟଧିକ ଖରାପ ହେତୁ ତାଙ୍କୁ ମେଡିକାଲକୁ ନିଆଯାଇଥିଲା | ୬୦ ବର୍ଷ ବୟସରେ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତିଙ୍କ ପରଲୋକ | ବିଜୁ ଜନତା ଦଳରେ ୨ ଥର ବିଧାୟକରେ ନିଯୁକ୍ତି ପାଇ କାର୍ଯ୍ୟ କରିଆସୁଥିଲେ | ବିଜୟ ମହାନ୍ତି ଭୁବନେଶ୍ୱରରେ ଗୋଟିଏ ଭଡା ଘର ନେଇ ରହୁଥିଲେ ସେ ତାଙ୍କ ସମସ୍ତ ଜୀବନଲକାଳରେ ରାଜନୀତିରେ ପ୍ରତିପ୍ରଦାନ କରିଛନ୍ତି | ସେ ବିବାହ ମଧ୍ୟ୍ୟ କରିନଥିଲେ | ୨ ,୩ ବର୍ଷ ତଳେ ବିଜୟ ମହାନ୍ତିଙ୍କ ବାପା ଓ ମାଙ୍କ ମୁର୍ତ୍ତୃ ଘଟିଥିଲା |

ବିଜେଡି ର ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତିଙ୍କ ମୁର୍ତ୍ୟୁ |

ତାଙ୍କ କାର୍ଯ୍ୟ କରିବା ପ୍ରଣାଳୀ ଅଲଗା ରହିଥିଲା | ସମସ୍ତଙ୍କ ସହ ମିଳି ମିଶି କାର୍ଯ୍ୟ କରିବାକୁ ଭଲପାଉଥିଲେ ସେ ଯୁବ ବ୍ୟକ୍ତି ହେଉ ବା ବୁଢା ବ୍ୟକ୍ତି ସମସ୍ତଙ୍କ ସହ ମିଶୁଥିଲେ | ଭୁବନେଶ୍ବରରେ ବସ୍ତି ଲୋକ ଏବଂ ଗରିବ ଲୋକଙ୍କୁ ସବୁବେଳେ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ | ଆଜି ତାଙ୍କ ଦେହ ହଠାତ ଅସୁସ୍ଥ ହୋଇଥିବାରୁ ତାଙ୍କୁ କ୍ୟାପିଟାଲ ମେଡିକାଲକୁ ଅଣାଯାଇଥିଲା | ଏବଂ ମେଡିକାଲରେ କିଛି ସମୟ ପରେ ଡ଼କ୍ଟର ତାଙ୍କୁ ମୁର୍ତ୍ୟୁ ଘୋଷଣା କରିଥିଲେ | ତାଙ୍କ ମୂର୍ତ ଦେହକୁ ବ୍ୟବଚ୍ଛେଦ କରିସାରିଲା ପରେ ମୂର୍ତର କାରଣ ଜଣ ପଡିବ | କ୍ୟାପିଟାଲ ମେଡିକାଲରେ ବିଜୟ ମହାନ୍ତିଙ୍କୁ ଶେଷ ସାକ୍ଷାତ କରିବାକୁ ସମସ୍ତ ନେତା ଏବଂ ଲୋକମାନଙ୍କ ଭିଡ ଦେଖିବାକୁ ମିଳିଥିଲା |

Leave a Comment