ପୋଖରୀରେ ବୁଡି ବାପା ମୂର୍ତ ପୁଅ ଗୁରୁତର | ଘଟଣାଟି କେନ୍ଦୁଝର ଜିଲ୍ଲା ଟାଙ୍ଗରାଣୀ ଗାଁରେ ଏଭଳି ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳୁଛି | ପୋଖରୀରେ ବୁଡି ବ୍ୟକ୍ତି ଜଣକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ଆଜି ଦ୍ୱିପହରେ ବିଜୟ କୁମାର ନାୟକ ବ୍ୟକ୍ତି ଜଣକ ପୋଖରୀରେ ଗାଧଉଥିବା ସମୟରେ ହାଟଥ ପାଣିରେ ବୁଡିଯାଇଥିଲେ ବାପାଙ୍କୁ ସାନ ପୁଅ ବୁଡିଯିବାର ଦେଖି ଉଦ୍ଧାର କରିବାକୁ ପାଣି ଭିତରକୁ ଡେଇଁପଡ଼ିଥିଲେ | ପୁଅ ଜଣକ ବହୁ ଚେଷ୍ଟା କରିବା ସତ୍ୱେ ମଧ୍ୟ୍ୟ ନିଜ ବାପାଙ୍କୁ ବଞ୍ଚେଇ ପାରିନଥିଲେ | ପାଣିରେ ବୁଡି ବ୍ୟକ୍ତି ଜଣକ ଘଟଣା ସ୍ଥଳରେ ମୁର୍ତ୍ୟୁ ବରଣ କରିଥିଲେ | ଏବଂ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ସାନ ପୁଅ ଜଣକ ବୁଡି ଯାଇଥିଲେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଓ ପରବର୍ତୀ ସମୟରେ ହସ୍ପିଟାଲରେ ଭର୍ତି କରାଯାଇଥିଲା |