ପ୍ରୟାଗରାଜରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିବାର ସହିତ ଆଜି ମହାକୁମ୍ଭରେ ବୁଡ଼ ପକାଇଛନ୍ତି | ମହାକୁମ୍ଭରେ କୋଟ କୋଟି ଲୋକେ ବୁଡ଼ ପକାଉଛନ୍ତି ପ୍ରସିଦ୍ଧ ମହାକୁମ୍ଭରେ ଦେଶର ପ୍ରଧାନମନ୍ତ୍ରୀ କିଛି ଦିନ ତଳେ ବୁଡପକାଇଥିଲେ | ହେଲେ ଆଜି ଓଡ଼ିଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିବାର ସହିତ ପବିତ୍ର ମକୁମ୍ଭରେ ବୁଡପେକଇ ପୂନ୍ୟଅର୍ଜନ କରିବାକୁ ଆସିଛନ୍ତି | ଉତ୍ତରପ୍ରଦେଶରେ ପ୍ରୟାଗରାଜରେ ଆରମ୍ଭ ଆୟୋଜନ ହୋଇଥିବା ଜାନୁଆରୀ ମାସରେ ବିଶ୍ୱପ୍ରସିଦ୍ଧ ମହାକୁମ୍ଭ | ଏପର୍ଯ୍ୟନ୍ତ ୫୫ କିରୁ ଅଧିକ ଶ୍ରଦ୍ଧାଳୁମାନେ ବୁଡ଼ ପକେଇସାରିଥିବା ସୂଚନା ମିଳୁଛି ଆସନ୍ତା ଫେବୃଆରୀ ୨୬ ତାରିଖରେ ଶେଷ ହେବାକୁ ଯାଉଛି ପ୍ରସିଦ୍ଧ ମହାକୁମ୍ଭ ମେଳା |