ଫସଲ ନଷ୍ଟ ହେବାରୁ ଚାଷୀଙ୍କ ମୁର୍ତ୍ୟୁ |

କେନ୍ଦ୍ରାପଡା ଜିଲ୍ଲାରୁ ଚାଷିଙ୍କ ମୁର୍ତ୍ୟୁ ଫସଲ ନଷ୍ଟ ହେବାରୁ ଚାଷୀଙ୍କ ମୁର୍ତ୍ୟୁ ଘଟଣା ସାମ୍ନାକୁ ଆସିଛି | ରାଜ୍ୟରେ ଲଘୁଚାପ ସୃଷ୍ଟି ହେତୁ ସମସ୍ତ ଜିଲ୍ଲା ମାନଙ୍କରେ ଲାଗି ରହିଛି ବର୍ଷା | ଫସଲ ନଷ୍ଟ ହେଇ ଯାଇଥିବାରୁ ଚାଷୀ ଋଣ ଭାରରେ ବୁଡି ଏବେ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଉଛନ୍ତି | ଆଜି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ଅଂଚଳରେ ଚାଷୀ ମୁତ୍ୟୁ କରିବାର ସୂଚନା ମିଳିଛି |

ଚାଷୀଙ୍କ ମୁର୍ତ୍ୟୁ ଘଟିଥିବା କାରଣ |

ଚାଷୀ ଜଣକ ଆଜି ସକାଳେ ବିଲକୁ ଯାଇଥିଲେ ଧାନ ଗୁଡିକ ସବୁ ନଷ୍ଟ ହେଇଜିବାର ଦେଖି ମନ ଦୁଃଖ କରୀକି ଘରକୁଆସିଥିଲେ | ଏବଂ ଛାତି କାଟୁଛି ବୋଲି ପୁଅକୁ କହିଥିଲେ ମେଡିକାଲ ଯିବେ ବୋଲି କହିଥିଲେ ଏବଂ କିଛି ସମୟ ପରେ ହୃଦଘାତରେ ଚାଷୀ ଜଣକ ମୁର୍ତ୍ୟୁ ଘଟିଥିଲା | ଚାଷୀ ଜଣକ ୬ ଏକର ଫସଲ କରିଥିଲେ ଏବଂ ଋଣ କରି ଫସଲ କାର୍ଯ୍ୟ କରିଥିଲେ ଏବେ ଲଗାନା ବର୍ଷ ଯୋଗୁ ଫସଲ ନଷ୍ଟ ହେବସହ ଚାଷୀମାନେ ମୁର୍ତ୍ୟୁ ବରଣ କରୁଛନ୍ତି |

Leave a Comment